Home Breaking News / ତାଜା ଖବର ନୀଳକଣ୍ଠେଶ୍ୱର ମନ୍ଦିରରେ ରୁଦ୍ରାଭିଷେକ

ନୀଳକଣ୍ଠେଶ୍ୱର ମନ୍ଦିରରେ ରୁଦ୍ରାଭିଷେକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଦୀନେଶ ପଟ୍ଟନାୟକ): ନୀଳକଣ୍ଠେଶ୍ୱର ମନ୍ଦିରରେ ଶନିବାର ବିଶ୍ୱ ଶାନ୍ତି ଓ ସର୍ବମଙ୍ଗଳ କାମନା ପାଈଁ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିନେଶ ପଟ୍ଟନାୟକ ଏଥିରେ କର୍ତାଭାବେ ଯୋଜଦେଇଥିଲେ । ଏହି ଅବସରରେ ବାବା ନୀଳକଣ୍ଠେଶ୍ୱରଙ୍କ ସତନ୍ତ୍ର ପୂଜା କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟଜିତ ହୋଇଥିଲା।ଏଥିରେ ସାଂସଦ ଚନ୍ଦ୍ରଶେଖର ସାହୁ ,ବାପା ହେମ ପଟ୍ଟନାୟକ ,ମା ଲକ୍ଷ୍ମୀ ପଟ୍ଟନାୟକ ,ଭାଇ ଜିତେଶ ପଟ୍ଟନାୟକ ,ପ୍ରଜ୍ଞା ପଣ୍ଡା ,ସଂଘମିତ୍ରା ଦଳେଇ , ରବିନ୍ଦ୍ର କୁମାର ସାହୁ ,ତାପସ ସାହୁ , ସୂର୍ଯ୍ୟକାନ୍ତ ସୁବୁଦ୍ଧି , ସମୀର ପାଣିଗ୍ରାହୀ ,ବିବେକ ପାଣିଗ୍ରାହୀ , ବିଶ୍ୱନାଥ ରେଡି , ପିଣ୍ଟୁ ସୁଆର , ରଘୁ ପଣ୍ଡା , ପ୍ରଦୀପ ,ଆଲୋକ , ପିଣ୍ଟୁ ବେହେରା , ଚନ୍ଦନ , ଅବନୀ ବେହେରା ,ବଳରାମ ଜେନା ,କପିଳ ପାଢ଼ୀ , ରାଜେଶ ସାହୁ ,ବିଶ୍ୱନାଥ ବିଶ୍ୱଜୀତ ସାମନ୍ତରାୟ , ତେଜେଶ୍ୱର , ନମିତା ଜେନା , ଶାନ୍ତ ସାହୁ ,ଗଣେଶ ସମେତ ବହୁ ମାନ୍ୟବନ୍ୟା ବ୍ୟକ୍ତି ଉପସ୍ଥିତ ଥିଲେ ।

related posts

Leave a Comment