Home Breaking News / ତାଜା ଖବର କରୋନା ଗ୍ରାଫ କମୁଛି: କନ୍ଧମାଳ ଜିଲ୍ଲାରେ ୪ଜଣ କରୋନା ପଜିଟିଭ ଚିହ୍ନଟ

କରୋନା ଗ୍ରାଫ କମୁଛି: କନ୍ଧମାଳ ଜିଲ୍ଲାରେ ୪ଜଣ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୮୨ରେ ପହଞ୍ଚି ଲାଣି। ତେବେ ମୃତ୍ୟୁସଂଖ୍ୟା ଦିନକୁ ଦିନବଢୁଥିବା ଯୋଗୁଁ ଏହା ପ୍ରଶାସନ ର ମୁଣ୍ଡବ୍ୟଥାର କାରଣ ପାଲଟିଛି।

ତେବେ,ଶ ନିବାର ଫୁଲବାଣୀ ସମେତକନ୍ଧମାଳ ଜିଲ୍ଲାରେ ମାତ୍ର ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେହିପରିକନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୪୬୨ଜଣପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜାର ୩୦୮ଜଣ ସୁସ୍ଥ ହୋଇଥିବାବେଳେ ୭୨ଜଣ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment