Home Breaking News / ତାଜା ଖବର ବକ୍ସିସିରିପୁର ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା

ବକ୍ସିସିରିପୁର ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳା କାନ୍ତ ବାତ୍ରା)::ରାୟଗଡା ଜିଲା ବିଷମକଟକ ବ୍କକ ଅନ୍ତର୍ଗତ ହାଟମୁନିଗୁଡା ପଞ୍ଚାୟତ ର ବକ୍ସିସିରିପୁର ର PWD ରାସ୍ତା ନିକଟ ରେ ହନୁମାନ ମନ୍ଦିର ପ୍ରତିଷ୍ଟା ହେଇ ଯାଇଛି |ଏଠାରେ ହାଟମୁନିଗୁଡା ପଞ୍ଚାୟତ ର ଛୋଟ ରୁ ବଡ ଅନେକ ଭକ୍ତ ଉପସ୍ଥିତ ଥିଲେ | ପୁରହିତ ହନୁମାନ ମନ୍ତ୍ର ଅଧ୍ୟୟନ କରି ସାରିବା ପରେ | ଭଗବାନ ହନୁମାନ ଙ୍କୁ ପ୍ରତ୍ୟକ ଭକ୍ତ ହୁଳ ହୁଳି ଦେଇ ଜଣେ ଜଣେ ହଳଦି ପାଣି ରେ ଭଗବାନ ହନୁମାନ ଙ୍କୁ ଗଧେଇଲେ |
ଭଗବାନ ହନୁମାନ ଙ୍କୁ ଗଧେଇଲା ପରେ ହୋମ ଯଞ୍ୟ ଅନୁଷ୍ଟିତ ହେଇଥିଲା | ଯଞ୍ୟ ପରେ ହନୁମାନ ଙ୍କୁ ମନ୍ଦିର ରେ ସ୍ଥାପନ କରାଯାଇ ଥିଲା ଭକ୍ତ ଗଣ ହନୁମାନ ଙ୍କୁ ନଡିଆ କଦଳି ସହ ପୂଜାର୍ଚନା କରି | ପ୍ରସାଦ ସେବନ କରି ନିଜ ନିଜ ଘରକୁ ଯାଇଥିଲେ|

related posts

Leave a Comment