Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ ୧୨ଜଣ କରୋନା ପଜିଟିଭ ଚିହ୍ନଟ, ଫୁଲବାଣୀରୁ ଜଣେ

କନ୍ଧମାଳ ଜିଲ୍ଲାରେ ୧୨ଜଣ କରୋନା ପଜିଟିଭ ଚିହ୍ନଟ, ଫୁଲବାଣୀରୁ ଜଣେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୮୨ରେ ପହଞ୍ଚି ଲାଣି। ତେବେ ମୃତ୍ୟୁସଂଖ୍ୟା ଦିନକୁ ଦିନବଢୁଥିବା ଯୋଗୁଁ ଏହା ପ୍ରଶାସନ ର ମୁଣ୍ଡବ୍ୟଥାର କାରଣ ପାଲଟିଛି।

ତେବେ,ଶୁକ୍ରବାର ଫୁଲବାଣୀ ସମେତକନ୍ଧମାଳ ଜିଲ୍ଲାରେ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଶୁକ୍ରବାର ଫୁଲବାଣୀ ଏଫସିଆଇ ଛକର ଜଣେ କରେ । ନ। ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲିଗୁଡ଼ାରୁ ୩,ଚକାପାଦ ୩,ଜିଉଦୟଗିରି ୨,ଟିକାବାଲି ୧ ଓ କ.ନ୍ଧମାଳ ର ୨ ଜଣ ବାହାରେ ଚିହ୍ନଟ ହୋଇଛନ୍ତି।
ସେହିପରିକନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୪୫୮ଜଣପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜାର ୩୦୮ଜଣ ସୁସ୍ଥ ହୋଇଥିବାବେଳେ ୬୮ଜଣ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment