Home Breaking News ଆଦିବାସି ଓ ହରିଜନ ଗରିବ ସମ୍ପ୍ରଦାୟର ଲୋକମାନଙ୍କୁ ରେସନ ସାମଗ୍ରି ବଣ୍ଟନ

ଆଦିବାସି ଓ ହରିଜନ ଗରିବ ସମ୍ପ୍ରଦାୟର ଲୋକମାନଙ୍କୁ ରେସନ ସାମଗ୍ରି ବଣ୍ଟନ

by Times One Odia
Share with
     
 
 
   

ବିଷମକଟକ(କମଳାକାନ୍ତ ବାତ୍ରା): କୋରନା ମହାମାରି ର ଦ୍ବୀତିୟ ଲହର ଲୋକ ମାନଙ୍କୁ ଆତଙ୍କିତ କରି ଚାଲିଗଲା |ଏଵେ ବି ଦୀନ ମଜୁରିଆ ଲୋକ ମାନେ କାମ ଧନ୍ଦା ନ ପାଇଁ ଭୋକ ଉପାସ ରେ ଦୀନ ବିତାଉଛନ୍ତି | ଏଣୁ ଆଜି ଡନ୍ ବୋସ୍କୋ ଦ୍ବାରା ଏକ ଉନ୍ନତ ମୂଳକ କାର୍ଯ୍ୟ ଦେଖିବାକୁ ମିଲିଛି |
ଆମେ କୋହୁଛୁ ରାୟଗଡା ଜିଲା ଅନ୍ତର୍ଗତ ବିଷମକଟକ ବ୍କକ ର ଅନେକ ଦୀନ ମଜୁରିଆ ଆଦିବାସି ଓ ହରିଜନ ସମ୍ପ୍ରଦାୟ ଲୋକ ଙ୍କୁ ମୁନିଗୁଡା ଡନ୍ ବୋସ୍କୋ ଡାଇରେକଟର ଓ ଫାଦର ପି ଅରୁଲ ଦାସ ଟିମ ସହିତ ବିଷମକଟକ ବ୍କକ ର ଗରିବ ସମ୍ପ୍ରଦାୟ ୩୨୦,ପରିବାର ଲୋକମାନଙ୍କୁ ରେସନ ସାମଗ୍ରୀ ବିତରଣ କରିଛନ୍ତି |ଗୋଟେ ପରିବାର ପିଛା ୧୦ କେଜି ଚାଉଳ,୫ କେଜି ଅଟା,୩ କେଜି ଢାଲି,୨ କେଜି ଚିନି,୧.ଲିଟର ଖାଇଵା ତେଲ ,ମାସ୍କ,ସାନିଟାଇଜର,ବିସ୍କୁଟ,ଗାଧେଇଵାକୁ ସାବୁନ, ହାତ ଧୋଇଵାକୁ ସାବୁନ ଇତ୍ୟାଦି ଡନବୋସ୍କୋ ପ୍ରୋଜେକ୍ଟ ଦ୍ବାରା ବିତରଣ କରାଗଲା ଓ ଗରିବ ସମ୍ପ୍ରଦାୟ ର ଲୋକେ ଡନବୋସ୍କୋ ଡାଇରେକଟର କୁ ଧନ୍ୟବାଦ ଜଣାଇଥିଲେ !

related posts

Leave a Comment