Home Breaking News ସୋନପୁର ଦୋକାନ ମାନଙ୍କରେ ଚଢ଼ାଉ: ଲୋକେ ଛନକା

ସୋନପୁର ଦୋକାନ ମାନଙ୍କରେ ଚଢ଼ାଉ: ଲୋକେ ଛନକା

by Times One Odia
Share with
     
 
 
   

ସୋନପୁର: ସୋନପୁର ସହରର ବିଭିନ୍ନ ଛକ ମାନଙ୍କରେ ତଥା ଗଙ୍ଗାଧର ଛକ, ବିଜୁ ପଟ୍ଟନାୟକ ଛକ, ବ୍ଳକଛକ, କଚେରୀ ଛକ ମାନଙ୍କ ରେ ଥିବା ପାନ ଦୋକାନ ମାନଙ୍କ ରେ ସୋନପୁର ଟାଉନ ପୋଲିସ ,ଅବକାରୀ ବିଭାଗ, ଓ ସ୍ୱାସ୍ଥ୍ୟ ବିଭାଗ ର ଖାଦ୍ୟ ନିରକ୍ଷକ ଙ୍କ ତରଫରୁ ମିଳିତ ଚଢ଼ାଉ କରିଥିଲେ।ପାନ ଦୋକାନ ମାନଙ୍କ ରେ ଗୁଟଖା,ମାଦକ ଦ୍ରବ୍ୟ ରଖିଥିବା ସାମଗ୍ରୀ ଗୁଡିକ କଡାକଡି ଭାବରେ ଧରପଗଡ କରାଯାଇଛି।ସୋନପୁର ସହର କୁ ସ୍ୱଛ, ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କଡା ପଦକ୍ଷେପ ନେଇଛନ୍ତି।

related posts

Leave a Comment