ଫୁଲବାଣୀ(ସୁନୀଲ ପଟନାୟକ): ରାଜ୍ୟରେ କରୋନା ସଂକ୍ରମଣଯୋଗୁଁ ସରକାର ଗତ ମାର୍ଚ୍ଚ ୨୦୨୦ ରୁ ପ୍ରାଥମିକ ସ୍କୁଲ ସବୁ ବନ୍ଦ ରଖିଛନ୍ତି । ଯଦିଓ ପ୍ରଥମେ ୧୦ମ ଶ୍ରେଣୀ ଓ ଏବେ ୧୬ ତାରିଖରୁ ୯ମ ଶ୍ରେଣୀ ଖୋଲି କୋଭିଡ଼ ଗାଇଡଲାଇନ ପାଳନ କରି ପାଠପଢା କିଛି କିଛି ଆରମ୍ଭ କରିଛନ୍ତି । ତେବେ ପ୍ରଥମ ରୁ ୮ମ ଯାଏ ସ୍କୁଲ କେବେ ଖୋଲିବେ ସେ ନେଇ ଚିନ୍ତା କରି ନାହ।ନ୍ତି ସରକାର କିମ୍ବା ଗଣଶିକ୍ଷାବିଭାଗ। ହେଲେ ଏସବୁ ନିୟମକୁ ଅବମାନନା କରି କୁ ଆଡେ ଚକାପାଦ ବ୍ଲକ୍ ର ଶୁବଳି ଆ ପ୍ରାଥମିକ ସ୍କୁଲକୁ ଆଡେ ଖୋଲାଯାଇଛି। ଆଉ ଛୋଟ ଛୋଟ କୋମଳମତି ଶିଶୁମାନଙ୍କୁ ପାଠପଢ଼ାଇବା ଲାଗି ପ୍ରୟାସ କରାଯା ଉଛି। ଦୀର୍ଘଦିନ ହେଲା ସ୍କୁଲ ବନ୍ଦ ଅଛି। ଅନଲାଇନ ସୁବିଧା ମଧ୍ୟ ନାହିଁ। ନେଟୱର୍କ ସମସ୍ୟା ସହ ମୋବାଇଲ ସମସ୍ୟା।
ସ୍କୁଲ ଖୋଲି କରେ । ନା ଗା ଇଡ ଲାଇନ ମାନି
ପାଠ ପଢାଯାଉଥିବା ଦେଖିବାକୁ ମିଳିଛି । ତଥାପି ଛୋଟ ଛୋଟ ଶିଶୁମାନେକରେ । ନା ସଂକ୍ରମିତ ହେଲେ ଏଥିପାଇଁ ଦାୟୀ କିଏ? ହେବ ବୋଲି ପ୍ରଶ୍ନ ଉଠିଛି ।
ପ୍ରଧାନଶିକ୍ଷକ ନିଜେ ମନଇଛା ସ୍କୁଲ ଖୋଲିଛନ୍ତି ନା ଏନେଇ ବିଇଓ କିମ୍ବା ଡିଇ ଓଙ୍କ ଅନୁମତି ରହିଛି ଜଣା ପଡିନାହିଁ. I
ପିଲାଙ୍କ ଭବିଷ୍ୟତ ପାଇଁ ଶିକ୍ଷକ ଙ୍କ ଉଦ୍ୟମ ନିଶ୍ଚିତ ପ୍ରସ ସଂନୀୟ ହେଲେ କରେ ନା ସଂକ୍ରମିତ ହେଲେ ଦାୟୀ କିଏ? ବୋଲି ପ୍ରଶ୍ନ ଉଠୁଛି ।
ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ପ୍ରାଥମିକ ସ୍କୁଲ ଖୋଲ ଖୋଲାଯାଉଥିବା ଅଭିଯୋଗ
Share with
previous post