Home Breaking News / ତାଜା ଖବର ଫୁଲବାଣୀ ସହରରେ ନାରାୟଣୀ ସ୍ମାର୍ଟ ପାର୍କ ଉଦ୍‌ଘାଟିତ

ଫୁଲବାଣୀ ସହରରେ ନାରାୟଣୀ ସ୍ମାର୍ଟ ପାର୍କ ଉଦ୍‌ଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ଫୁଲବାଣୀ ସହରର ନାରୀୟଣୀ ମନ୍ଦିର ନିକଟରେ ଅତ୍ୟାଧୁନିକନାରାୟଣୀ ସ୍ମାର୍ଟ ପାର୍କ ଉଦ୍ ଘାଟିତ ହୋଇଛି । କନ୍ଧମାଳ ସଂ।ସଦ ଡ. ଅଚ୍ଯୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ବହୁ ପ୍ରତିକ୍ଷିତ ଏହି ସ୍ମାର୍ଟ ପାର୍କକୁ ଉଦଘାଟନ କରିଥିଲେ।ଏତେ ସୁନ୍ଦର ପାର୍କ ଦେଖି ସାଂସଦ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଫୁଲବାଣୀ ସହରରେ ଆଗରୁ ନଥିଲ।ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ଡାବୃନ୍ଦା ଡି., ଏସପି ଭିନିତ ଅଗ୍ରୱାଲ ଓ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଂଜନ ନା ଏକ ,ପୌରଅଧିକାରୀ, ବିଡିଓ, ପ୍ରମୁଖ ଯୋଗଦେଇ ଥିଲେ।
ଏହି ପାର୍କ ଫୁଲ ବାଣୀ ସହ ର ର ସମସ୍ତ ଜନସାଧାରଣଙ୍କ ଅବସର ବିନୋଦନ ସହ ମାନସୀ କ ଶାନ୍ତି ଯୋଗ । ଇ ଦେବ ।
ଏଥି ସହ ନିକଟରେ ଥିବା ନାରାୟଣୀ ମନ୍ଦିର, ଶିବ ମନ୍ଦିର ଦର୍ଶନ କରିପାରିବେ ।

related posts

Leave a Comment