Home Breaking News କନ୍ଧମାଳ ଜିଲ୍ଲାରେ ମାତ୍ର ୨ ଜଣ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ ଜିଲ୍ଲାରେ ମାତ୍ର ୨ ଜଣ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୮୨ରେ ପହଞ୍ଚି ଲାଣି। ତେବେ ମୃତ୍ୟୁସଂଖ୍ୟା ଦିନକୁ ଦିନବଢୁଥିବା ଯୋଗୁଁ ଏହା ପ୍ରଶାସନ ର ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଗୁରୁବାର କନ୍ଧମାଳ ଜିଲ୍ଲାରେ ମାତ୍ର ୨ଜଣ କରୋନା ପଜିଟିଭ ଙ୍କ ମଧ୍ୟରୁ ଜି.ଉଦୟଗିରୀ ବନଶ୍ରୀ ଗାଲର୍ସ ହାଇସ୍କୁଲର ଜଣେ କରେ । ନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କନ୍ଧମାଳ ଜିଲ୍ଲାର ଜଣେ ବାହାରେକରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରିକନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୪୪୬ଜଣପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜାର ୩୦୦ଜଣ ସୁସ୍ଥ ହୋଇଥିବାବେଳେ ୬୪ଜଣ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment