Home Breaking News / ତାଜା ଖବର ମାନଵିକତା ଦେଖାଇ ଟଙ୍କା ଫେରାଇଲେ ସୁରକ୍ଷା କର୍ମୀ

ମାନଵିକତା ଦେଖାଇ ଟଙ୍କା ଫେରାଇଲେ ସୁରକ୍ଷା କର୍ମୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: କେହି ଜଣେ ବ୍ୟକ୍ତି ମଙ୍ଗଳବାର ପୂର୍ବାହ୍ନରେ ବିନିକା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ସଂଲଗ୍ନ (ଏସବିଆଇ) ଏଟିଏମରୁ ଟଙ୍କା ଉଠାଇଥିଲେ । କୌଣସି ପରିସ୍ଥିତିରେ ସେ ଟଙ୍କା ଛାଡ଼ି ଚାଲି ଯାଇଥିଲେ । ଅନ୍ୟପକ୍ଷରେ ଏଟିଏମରୁ ବାହାରି ପଡ଼ିଥିବା ୨ ହଜାର ଟଙ୍କା ଦେଖ୍ ସୁରକ୍ଷା କର୍ମଚାରୀ ରାଜେଶ ମେହେର ବ୍ୟାଙ୍କ ଶାଖା ପରିଚାଳକ ଲକ୍ଷ୍ମୀଧର ସ୍ଵାଇଁଙ୍କୁ ପ୍ରଦାନ କରିଥିଲେ । ଖବର ପ୍ରଚାରିତ ହେବା ପରେ ସୁରକ୍ଷା କର୍ମୀ ରାଜେଶ ମେହେରଙ୍କ ମାନବିକତା ଙ୍କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

related posts

Leave a Comment