Home Breaking News / ତାଜା ଖବର କନ୍ଧମାଳ ଜିଲା ଛାତ୍ର କଂଗ୍ରେସ ସଭାପତି ହେଲେ ଅନୁପମ

କନ୍ଧମାଳ ଜିଲା ଛାତ୍ର କଂଗ୍ରେସ ସଭାପତି ହେଲେ ଅନୁପମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଭାବେ ଅନୁପମ କହଁର ଙ୍କୁନିଯୁକ୍ତି ମିଳିଛି । ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଅନୁପମ ଙ୍କୁ ବୁଧବାର ନିଯୁକ୍ତି ଦେଇଛନ୍ତି । ଫଳରେ ଅନୁପମ ଙ୍କୁ ବିଭିନ୍ନ ଆଡୁ ଶୁଭେଛାର ସୁଅ ଛୁଟିଛି। ଅନୁପମ ଏବେ ଇଂଜିନିୟ ରିଂ ଛାତ୍ର। ସେ ଜଣେ ଭଲ ସଂଗଠକ ଓ ସାଂଗଠ ନିକ ଦକ୍ଷତା ମଧ୍ୟରହିଛି ତାଙ୍କର ।ଅନୁପମଙ୍କ ନେତୃତ୍ଵରେ ଛାତ୍ର କଂଗ୍ରେସ ସଂଗଠନ ଅଧିକ ସୁଦୃଢ ହେବ ବୋଲି ଦଳ ଲକ୍ଷ୍ୟ ରଖିଛି । ଅନୁପମ ମଧ୍ୟ ଛାତ୍ରମାନଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେବେ ବୋଲି କହିଛନ୍ତି ।
ଅନୁପମଙ୍କ ବାପା ଗଙ୍ଗା କହଁର ମଧ୍ୟ ପୂର୍ବରୁ ସରପଞ୍ଚ ଥିଲେ. ସେହିପରି ଜେଜେ ମଧ୍ୟ ସମିତି ସଭ୍ୟ ରହି ନିଜଅଞ୍ଚଳରେ ବହୁ ଉନ୍ନୟନ୍ନ ମୂଳକ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ।
ନବ ନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ଅନୁପମ ଙ୍କୁ ଯୁବ କଂଗ୍ରେସ ସଭାପତି ବସନ୍ତ କୁମାରପାଢି, ଜିଲ।କଂଗ୍ରେସ ସଭାପତି ଅନାମ ନା ଏକ, ଏଆଇସିସି ସଦସ୍ୟ ତଥା ଆଇଏନଟିୟ ସି ଜିଲ୍ଲା ସଭାପତି ଘନକୁମାର ଶବର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

related posts

Leave a Comment