Home Breaking News / ତାଜା ଖବର ରାଇକିଆ ବ୍ଳକରେ ଅନିୟମିତତା ଅଭିଯୋଗ: ବିଶ୍ରାମଗାର ଗଲା କୁ ଆଡେ?

ରାଇକିଆ ବ୍ଳକରେ ଅନିୟମିତତା ଅଭିଯୋଗ: ବିଶ୍ରାମଗାର ଗଲା କୁ ଆଡେ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକରେ ଦୁର୍ନୀତି ଅଭିଯୋଗ ହେଉଛି ।।ରାଇକିଆ ବ୍ଳକ ଅଞ୍ଚଳରେ ଥିବା ବେରେ ଡେକିଆପଞ୍ଚାୟତ ଅନ୍ତର୍ଗତ କାଲୁ ମାହା ଗ୍ରାମରେ ଏକ ବିଶ୍ରାମଗାର ନିର୍ମାଣ କରିବାପାଇଁ ଗତ ୨୦୧୯/୨୦ବର୍ଷରେ ଚତୁର୍ଥ ରାଜ୍ୟ ଅର୍ଥ କମିଶନଙ୍କ ଅନୁବାନ ମିଳିଥିଲା।
ହେଲେ ଏଯାଏ ସେହି ଗ୍ରାମରେ ବିଶ୍ରାମ ।ଗାର ନିର୍ମାଣ କରାଯାଇ ନ ଥିବା ଗ୍ରାମବସୀ ଅଭିଯୋଗ କରିଛନ୍ତି । ତେବେ ସେହି ଅର୍ଥ ଅନୁଦାନ ଗଲାକୁ ଆଡେ ବୋଲି କେତେକ ଗ୍ରାମବାସୀ ପ୍ରଶ୍ନ କରିଥିବାବେଳେ ରାଇକିଆ କ୍ୟାଥଲିକ ଚର୍ଚ ପଛଆଡ଼େ କୁ ଆଡେ ଏକ ବିଶ୍ରାମ ଗୃହ ନିର୍ମାଣ କରାଯାଇଛି ଓ ଏଥିରେ ବେରେଡ଼ା କିଆ ପଞ୍ଚାୟତ ବିଶ୍ରାମ ଗୃହ ବୋଲି ବୋର୍ଡ ଲାଗିଛି ।
ତେବେ ଗୋଟିଏ ପଞ୍ଚାୟତର ଅର୍ଥ ଅନ୍ୟ ପଞ୍ଚାୟତ ଅଞ୍ଚଳରେ କିପରି ଖର୍ଚ ହେଲା ଓ ଏହା କାହା ସ୍ୱାର୍ଥରେ ନିର୍ମାଣ କରାଗଲା ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।
ରାଇକିଆବିଡିଓ ଏହି ପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ ହେଉଛି ।

related posts

Leave a Comment