Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ ୯ ଜଣ କରୋନା ପଜିଟିଭ ଚିହ୍ନଟ: ଫୁଲବାଣୀରୁ ଜଣେ

କନ୍ଧମାଳ ଜିଲ୍ଲାରେ ୯ ଜଣ କରୋନା ପଜିଟିଭ ଚିହ୍ନଟ: ଫୁଲବାଣୀରୁ ଜଣେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ପୁଣି ବଢ଼ି ୮୧ରେ ପହଞ୍ଚି ଲାଣି। ତେବେ ମୃତ୍ୟୁସଂଖ୍ୟା ଦିନକୁ ଦିନବଢୁଥିବା ଯୋଗୁଁ ଏହା ପ୍ରଶାସନ ର ମୁଣ୍ଡବ୍ୟଥାର କାରଣ ପାଲଟିଛି।
ସେହିପରିକନ୍ଧମାଳ ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ଲହରକରେ । ନାରେ ଏ ଯାଏଁ ୮୧ଜଣ ରୋଗୀଙ୍କ ମୃତ୍ୟୁ ଘଟିଲାଣି । ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ ୯ଜଣ କରୋନା ପଜିଟିଭ ଙ୍କ ମଧ୍ୟରୁ ଫୁଲବାଣୀର ଜଣେ କରେ । ନା ପଜିଟିଭ ଚିହ୍ନଟ ହୋଇ ଛନ୍ତି ।
ଫୁଲବାଣୀର ଫୁଲବାଣୀ ସାହିରୁ ଜ6ଣ
କରେ । ନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ଅଞ୍ଚଳରୁ ଜଣେ ବ୍ୟକ୍ତି କ ରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଜିଲ୍ଲାର ବାଲିଗୁଡ଼ାରୁ ଜଣେ, ଚକାପାଦରୁ ୨ ଜଣ, ଜିଉଦୟଗିରି ଜଣେ କରେ । ନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କନ୍ଧମାଳ ଜିଲ୍ଲାରୁ ୩ଜଣ ବାହାରେ ଚିହ୍ନଟ ହୋଇଛନ୍ତି।
କନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୪୩୭ଜଣପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜାର ୨୮୯ଜଣ ସୁସ୍ଥ ହୋଇଥିବାବେଳେ ୬୬ଜଣ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment