Home Breaking News ସ୍ୱାଧୀନତା ଦିବସରେ ଯୁବକମାନଙ୍କୁ ନେଇ ସଫେଇ କାର୍ଯ୍ୟକ୍ରମ

ସ୍ୱାଧୀନତା ଦିବସରେ ଯୁବକମାନଙ୍କୁ ନେଇ ସଫେଇ କାର୍ଯ୍ୟକ୍ରମ

by Times One Odia
Share with
     
 
 
   

75ତମ ସ୍ୱାଧୀନତା ଦିବସରେ ବାଲେଶ୍ବର ଜ଼ିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ସୁନାଧରବସାଣ ଗ୍ରାମପଞ୍ଚାୟତର
ସୁନାଧରବସାଣ ଗ୍ରାମର ଯୁବକମାନେ ଏକତ୍ରିତ ହୋଇ ସର୍ବପ୍ରଥମେ ଜାତୀୟ ପତକାକୁ ଉତ୍ତଳନ କରାଯାଇଥିଲା | ପରବର୍ତ୍ତୀ ଅଧିୟାୟରେ ଗ୍ରାମର ଦୁଇ ପାର୍ଶ୍ୱ ର ରାସ୍ତାକୁ ପରିବେଶର ସୁରକ୍ଷା ପାଇଁ ସଫେଇ କାର୍ଯ୍ୟକ୍ରମ କରିଯାଇଥିଲା | ଏ କାର୍ଯ୍ୟକ୍ରମକୁ ଗ୍ରାମର ଯୁବସଂଗଠକ ମୁକେଶ ଦଳାଇଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିଲା |ଗ୍ରାମର ସମସ୍ତ ଭଦ୍ରବିୟକ୍ତିଙ୍କ ଉପସ୍ଥିତ ଓ ସାହାଯ୍ୟରେ ଏହି କାର୍ଯ୍ୟକ୍ରମ ସଫଳତା ପାଇଥିଲା |
ଶେଷରେ ଏହି କାର୍ଯ୍ୟକ୍ରମଟିକୁ ଭଲବାବରେ କରାଇଥିବାରୁ
ଯୁବସଂଗଠକ ମୁକେଶ ଦଳାଇଙ୍କୁ ଗ୍ରାମବାସୀମାନେ ବହୁତ ପ୍ରଶଂସା କରିଥିଲେ

related posts

Leave a Comment