Home Breaking News / ତାଜା ଖବର ବିଭିନ୍ନ ଦାବୀ ପୁରଣ ନେଇ ଗୋଛାପଡ଼ାଠାରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବିଭିନ୍ନ ଦାବୀ ପୁରଣ ନେଇ ଗୋଛାପଡ଼ାଠାରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ସୋମବାର ବିଭିନ୍ନ ଦାବୀ ପୁରଣ ନେଇ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଗୋଛାପଡ଼ାଛକରେ ସଚେତନ ନାଗରୀ କ ମଞ୍ଚ ପକ୍ଷରୁ ଶତାଧିକ ଲୋକ ହାତରେ ପ୍ଲାକାର୍ଡ ଧରି ବସି ରାସ୍ତ । ଅବରୋଧ କରିଛନ୍ତି। ଫଳରେ ବାଳନ୍ଦାପଡ଼ା ଓ ଫୁଲବାଣୀରୁ ବସ ଓ ଗାଡି ମଟର ଚଳାଚଳ ବନ୍ଦ ରହିଛି । ସକାଳୁ ଗାଡି ମଟର ସବୁ ଅଟକି ରହିଛି।ଅଞ୍ଚଳବାସୀଙ୍କ ଅର୍ଭିଯୋଗ ସରକାର ଶୁଶୁନାହଁନ୍ତି। ଦୀର୍ଘ ୫ବର୍ଷ ହେଲା ଜିଓଟାୱ। ର
ବସିଥିଲେ ବି କାର୍ଯ୍ୟକ୍ଷମ ହେଉନି । ଅଞ୍ଚଳରେ ସ୍ୱାସ୍ଥ୍ୟ, ପାନୀୟ ଜଳ ସମସ୍ୟା ରହିଛି । ଫଳରେ ୨୪ ଘଣ୍ଟାପାଣି ଯୋଗାଣ, ଇଣ୍ଟରନେଟ ସେବା, ଉନ୍ନତସ୍ୱାସ୍ଥ୍ୟସେବା, ଲାଇନ ମ୍ୟାନ ନିଯୁକ୍ତି ଆଦି ଦାବୀ ଅନ୍ତର୍ଭୁକ୍ତ।
ଏ ସବୁ ଦାବୀ ପୁରଣପାଇଁ ଅଞ୍ଚଳ ବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଆସୁଥିରେ ମଧ୍ଯ କୌଣସି ସୁ ଫଳ ମିଳୁନଥିବାରୁ ବାଧ୍ଯ ହୋଇ ସୋମବାର ରାସ୍ତା ଅବରୋଧ କରାଯାଇଥିବା କଥା ସଚେତନ ନାଗରୀ କ ମଞ୍ଚ ପକ୍ଷରୁ ରୋହିଁ ତ କ ହଁ ର,ଦେବା ଶିସ କହର, ସରୋଜ ଡିଗଲ, ରାଜକିଶୋର ବେହୁରୀ, ସୁରେନ୍ଦ୍ର ସାହୁ ମୁନା ମେହର ପ୍ରମୁଖ କହିଛନ୍ତି । ତେବେ ଖବର ପାଇ ଗୋଛାପଡ଼ା ପୋଲି ସ, ପ୍ରଶାସନ ପକ୍ଷରୁ ତହସିଲଦାର ଓ ବିଡିଓ ପ୍ରମୁଖ ପହଞ୍ଚି ବୁଝାସୁଝା କରୁଛନ୍ତି ।

related posts

Leave a Comment