Home Breaking News / ତାଜା ଖବର ମହିଳା ଶକ୍ତି ସେବା ଟ୍ରଷ୍ଟର ସ୍ବତନ୍ତ୍ର ବୈଠକ

ମହିଳା ଶକ୍ତି ସେବା ଟ୍ରଷ୍ଟର ସ୍ବତନ୍ତ୍ର ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତରଞ୍ଜନ ମହାନ୍ତ): ୭୫ତମ ସ୍ବଧିନତା ଦିବସ ପାଳ କରିଛି ବ୍ରହ୍ମଗିରି ମହିଳା ଶକ୍ତି ସେବା ଟ୍ରଷ୍ଟ । ମହିଳା ଶକ୍ତି ସେବା ଟ୍ରଷ୍ଟ ପକ୍ଷରୁ ପତାକା ଉତଳନ ପରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପଦାଧିକାରୀ,ବ୍ଲକ ପଦାଧିକାରୀ ଓ ପଞ୍ଚାୟତ ପଦାଧିକାରୀ ମାନେ ଏହି ସଭାରେ ଯୋଗଦେଇଥିଲେ। ଏହି ମହିଳା ଶକ୍ତି ଟ୍ରଷ୍ଟର ମୁଖ୍ୟ ଆଭିମୁଖ୍ୟ ହେଉଛି ବ୍ରହ୍ମଗିରି ଅଞ୍ଚଳରେ ଥିବା ସମସ୍ତ ବିଧବା ମହିଳା ମାନଙ୍କୁ ବିକାଶର ମୁଖ୍ୟ ସ୍ବତ୍ରରେ ସାମିଲ୍ କରିବା ସହ ୬ଟି ଯୋଜନା ଯୋଗାଇଦିଆ ଯିବା ନେଇ ରାଜ୍ୟ ପଦାଧିକାରୀ ସତ୍ୟରଞ୍ଜନ ରଥ ଓ ଜିଲ୍ଲା ଅଧକ୍ଷା ଗିତାଞ୍ଜଳୀ ମିଶ୍ର , ଉପାଧକ୍ଷା ସସ୍ମିତା ସାହୁ,ବ୍ରହ୍ମଗିରି ବ୍ଲକର ଅଧକ୍ଷ ଦେବଦତ ମିଶ୍ର,ଅଧକ୍ଷା ଗିତାରାଣୀ ସାହୁ ସୂଚନା ଦେଇଛନ୍ତି।ଟ୍ରଷ୍ଟ ର ମୁଖ୍ୟ ବା ଯୁବା ଅଧକ୍ଷ ଗୋଲାବ ଜୀ.ଜୟଶଓ୍ବାଲ ଜୀ. ଓ ରାଷ୍ଟ୍ରୀୟ ଯୁବା ଅଧକ୍ଷା ଅନିତା ସିଂ ଜୀ. ଏବଂ ରାଜ୍ୟ ଅଧକ୍ଷ ପ୍ରଭାତ କୁମାର ବାରିକଙ୍କ ନେତୃତରେ ଏହି ଟ୍ରଷ୍ଟକୁ କାର୍ଯ୍ୟକାରୀ କରୁଛି।

related posts

Leave a Comment