Home Breaking News ସ୍ୱାଧୀନତା ଦିବସ ପାଳିତ

ସ୍ୱାଧୀନତା ଦିବସ ପାଳିତ

by Times One Odia
Share with
     
 
 
   

ଭଞ୍ଜନଗର (ରଙ୍କନିଧି ଦାଶ) ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ରେ ଅବସ୍ଥିତ କବିସମ୍ରାଟ ବିଦ୍ୟାପୀଠ ଠାରେ ଦେଶର ୭୫ ତମ ସ୍ୱାଧୀନତା ଦିବସ କୋଭିଡ ନିୟମ ପ୍ରକାରେ ପାଳିତ ହୋଇଯାଇଅଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ବାଡ଼ତ୍ୟା ଜାତ୍ୟୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ | ଉଛବରେ ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ | ଏହାସହିତ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଂଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଜାତିୟ ପତାକା ଉତ୍ତୋଳନ କରିଥିଲେ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କରେ ମଧ୍ୟ୍ୟ ଏହି ଉତ୍ସବ କୋଭିଡ ନିୟମ ପ୍ରକାରେ ପାଳିତ ହୋଇଯାଇଅଛି

related posts

Leave a Comment