Home Breaking News / ତାଜା ଖବର ବିଜୁଜନତା ଦଳ ତରଫରୁ ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ

ବିଜୁଜନତା ଦଳ ତରଫରୁ ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): ବୃକ୍ଷ ରୋପଣ କରିବା ମାନ୍ୟବର ମୁଖ୍ୟମନ୍ତ୍ରି ଶ୍ରୀଯୁକ୍ତ ନବୀନପଟ୍ଟନାୟକ ଙ୍କ ଏହା ଗୋଟେ ସ୍ବପ୍ନା ଭେଶ ଯେ ସାରା ଓଡିଶା ରେ ବିଜୁ ଜନତା ଦଳ ତରଫରୁ ବ୍ରୁଖ୍ୟ ରୋପଣ କାର୍ଯ୍ୟକ୍ରମ କରାଯାଉ |ଦେଶ ରେ ନାଇଟ୍ରୋଜେନ, ଅଙ୍ଗାରକାମ୍ଳ ଗ୍ୟାସ ର ପରିମାଣ ହୁହୁ ହେଇ ବଡିବାରେ ଲାଗିଛି |ପରିବେଶ ଦୂଷିତ ହେବାରେ ଲାଗିଛି ଦିନ ପରେ ଦୀନ ଅମ୍ଳଜାନ କମିବାକୁ ବସିଲାଣି |ତହାସହିତ ଅନିଶ୍ଚିତ ବୁଷ୍ଟିପାତ ଦେଖାଦେଉଛି | ଠିକ ସମୟ ରେ ବ୍ରୁଷ୍ଟିପାତ ହେଉନି ମୁକ୍ତ ଅମ୍ଳଜାନ ପାଇଵାରେ ଲୋକେ ବଞ୍ଚିତ ବୁ୍ଖ୍ୟ ଅଭାବରୁ ଏପରି ସମସ୍ୟା ପରିଲିଖିତ ହୋଇଥାଏ |ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକ ପରାମର୍ଶ କ୍ରମେ ବିଜୁଜନତା ଦଳ ତରଫରୁ ବ୍ରୁଖ୍ୟରୋପଣ ଅଭିଯାନ କାର୍ଯ୍ୟକ୍ରମ ଆରମ୍ବ କରାଯାଇଛି
ଆମେ କୋହୁଛୁ ରାୟଗଡା ଜିଲ୍କା ବିଷମକଟକ ବ୍କକ ଅନ୍ତର୍ଗତ ରାଜରାସ୍ତା ନିକଟବର୍ତି ଗୋତିଗୁଡା ଗ୍ରାମ ର ଆର୍ଡି ରାସ୍ତା ର ଦୁଇ ପାଶ୍ବ ରେ ବିଜୁଜନତା ଦଳ ତରଫରୁ ବିଭିନ୍ନ ପ୍ରକାର ବ୍ରୁଖ୍ୟ ରୋପଣ ଅଭିଯାନ ଅଭିଯାନ ମହୋସ୍ଛବ ପାଳନ କରାଯାଇଛି ବନ ବିଭାଗ ପଖ୍ୟ ରୁ ଚାକୁଣ୍ଡା,କ୍ରୁଷ୍ନଚୁଡା ,କଦମ୍ବ, କର°ଜ, ଇତ୍ୟାଦି ୧୦୦,ପ୍ରଜାତିର ବିଭିନ୍ନ ପ୍ରକାର ବ୍ରୁଖ୍ୟ ଅଣାଯାଇଥିଲା | ଏହି ଅଭିଯାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜୁଜନତା ଦଳ ର ଆଦିବାସି ଓ ହରିଜନ ସ°ଖ୍ୟାଲଘୁ ମନ୍ତ୍ରି ଶ୍ରୀଯୁକ୍ତ ଜଗର୍ନାଥ ସାରାକା ,ଓ ବିଜୁଜନତା ଦଳ ର BJD ଯୁଗ୍ମ ସ°ପାଦକ ପ୍ରୁଥିରାଜ,ନାନୁପଣ୍ଡା ,କାଙ୍କୁବାଡି ସରପଞ୍ଚ ତାହା ସହିତ ବିଷମକଟକ ବନ ବିଭାଗ ରେଞ୍ଜର ପ୍ରଶନ କୁମାର ମିଶ୍ର ,ଏଵ° ବନ କର୍ମଚାରି ମାନେ ଉପସ୍ଥିତ ଥିଲେ | ଏହି ଅଭିଯାନ କାର୍ଯ୍ୟକ୍ରମ ଟି ବିଜୁଜନତା ଦଳ ଦ୍ବାରା ପରିଚାଳନା କରାଯାଇଥିଲା

related posts

Leave a Comment