Home Breaking News ତାଲିବାନୀଙ୍କୁ କ୍ଷମତା ହସ୍ତାନ୍ତର କଲେ ଆଫଗାନ ଅଧିକାରୀ, ଯୁଦ୍ଧ ଶେଷ ଘୋଷଣା କଲା ତାଲିବାନ ନେତା

ତାଲିବାନୀଙ୍କୁ କ୍ଷମତା ହସ୍ତାନ୍ତର କଲେ ଆଫଗାନ ଅଧିକାରୀ, ଯୁଦ୍ଧ ଶେଷ ଘୋଷଣା କଲା ତାଲିବାନ ନେତା

by Times One Odia
Share with
     
 
 
   

ଆଫଗାନିସ୍ତାନରୁ ଆମେରିକା ସେନା ଯିବାର ମାସକ ପରେ ପୁରା ଆଫଗାନିସ୍ତାନକୁ ଦଖଲକୁ ନେଇଗଲା ତାଲିବାନ । ମାସେ ଧରି ରକ୍ତାକ୍ତ ସଂଘର୍ଷ କରି ତାଲିବାନ ଏବେ ପୁରା ଆଫଗାନିସ୍ତାନକୁ ଦଖଲକୁ ନେଇଗଲା । କାବୁଲରେ ରାଷ୍ଟ୍ରପତି ଅସରଫ ଘନିଙ୍କ କାର୍ଯ୍ୟାଳୟରେ ତାଲିବାନୀ ଆତଙ୍କୀ ପ୍ରବେଶ କରି ପୁରା କ୍ଷମତାକୁ ଆଫଗାନ୍ ଅଧିକାରୀଙ୍କ ଠାରୁ ଛଡେଇ ଆଣିଛନ୍ତି । ଆଫଗାନିସ୍ତାନ ସରକାର ଠାରୁ କ୍ଷମତା ଛଡେଇ ଆଣିବା ପରେ ଯୁଦ୍ଧ ସରିଗଲା ବୋଲି କହିଛନ୍ତି ତାଲିବାନୀ ଛାମୁଆ ନେତା । ଏବେ ଆଫଗାନିସ୍ତାନରେ ତାଲିବାନୀ ନେତା ସେମାନଙ୍କର ରାଷ୍ଟ୍ରପତିଙ୍କୁ ଗାଦିରେ ବସାଇବେ । ତେବେ ଆଫଗାନିସ୍ତାନ ସରକାର ଠାରୁ ବିଦ୍ଧିବଦ୍ଧ କ୍ଷମତା ହସ୍ତାନ୍ତର ଚାହୁଁଛି ତିଲିବାନ ଆତଙ୍କୀ ସଂଗଠନ ।

related posts

Leave a Comment