Home Breaking News ଇଉନାଇଟେଡ଼ ଇଣ୍ଡିଆ ଟ୍ରଷ୍ଟ ତରଫରୁ ମେଡିକାଲ ପରିସର ସ୍ୱଚ୍ଛ ଭାରତ କାଯ୍ୟକ୍ରମ

ଇଉନାଇଟେଡ଼ ଇଣ୍ଡିଆ ଟ୍ରଷ୍ଟ ତରଫରୁ ମେଡିକାଲ ପରିସର ସ୍ୱଚ୍ଛ ଭାରତ କାଯ୍ୟକ୍ରମ

by Times One Odia
Share with
     
 
 
   

ବାସୁଦେବପୁର: ଇଉନାଇଟେଡ଼ ଇଣ୍ଡିଆ ଟ୍ରଷ୍ଟ ତରଫରୁ ବାସୁଦେବପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଭାପତି ଯତୀନ୍ଦ୍ର କୁମାର ନାୟକଙ୍କ ତତ୍ଵାବଧାନରେ ଡାକ୍ତର ସୁଶାନ୍ତ କୁମାର ସାମନ୍ତ ଙ୍କ ପରାମଶକ୍ରମେ ଅନୁଷ୍ଠାନର ସମସ୍ତ ସଭ୍ୟ ଓ ସଭ୍ୟମାନେ ମିଳିତ ଭାବେ 75ତମ ସ୍ୱାଧୀନତା ଦିବସରେ ଡାକ୍ତରଖାନାରେ ପରିସରକୁ ସଫାକରିଥିଲେ l ରୋଗୀ ମାନଙ୍କ ପାଖକୁ ଯାଇ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ବୁଝିବା ସହ ଫଳ ଓ ବିସ୍କୁଟ ପେକେଟ ବଣ୍ଟନ କରିଥିଲେ l ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ପ୍ରଶାନ୍ତ କୁମାର ପାଢ଼ୀ ସଭାପତିତ୍ୱ କରିଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର (PHEO)ଗୌରୀ ମଣି ସାହୁ ଏଡ଼ତାଳ ସ୍ଵାସ୍ତ୍ୟ କେନ୍ଦ୍ରର ଯୋଗ ଶିକ୍ଷକ ରମାକାନ୍ତ ପାଣିଗ୍ରାହୀ ଉପସ୍ଥିତ ଥିଲେ ସଭାପତି ନିଜ ବକ୍ତବ୍ୟରେ କହି ଥିଲେ ଅନୁଷ୍ଠାନର ସମସ୍ତ ସଭ୍ୟଓ ସଭ୍ୟା ଆଗାମୀ ଦିନରେ ଏହି କାଯ୍ୟକ୍ରମକୁ ତ୍ଵାରାନ୍ୱିତ କରିବା ପାଇଁ ପ୍ରତିସୃତି ଦେଇଥିଲେ l ଶେଷରେ ଭକ୍ତହରି ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅପଣ କରିଥିଲେ

related posts

Leave a Comment