Home Breaking News ପଦଯାତ୍ରା କରିବ କଂଗ୍ରେସ

ପଦଯାତ୍ରା କରିବ କଂଗ୍ରେସ

by Times One Odia
Share with
     
 
 
   

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିର୍ଦେଶ କ୍ରମେ ଅଗଷ୍ଟ 15 ଠାରୁ ଗାଁ ଗାଁରେ ପଦ ଯାତ୍ରା କରିବ କଂଗ୍ରେସ । କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସମସ୍ୟାକୁ ଅଣଦେଖା ବିଷୟରେ ଲକଙ୍କ ନିକଟରେ ପହଞ୍ଚାଇବା ଓ ସରକାରୀ ସାହାଯ୍ୟ କିପରି ଲୋକ ବଞ୍ଚିତ ନ ହୁଅନ୍ତି ପ୍ରୟାସ କରିବ କଂଗ୍ରେସ । କୁନ୍ଦ୍ରା ବ୍ଲକ କଂଗ୍ରେସ ସଭାପତି ଗକୁଳ ପଟ୍ଟନାୟକ ଙ୍କ ନେତୃତ୍ୱ ରେ କୁନ୍ଦ୍ରା ପଂଚାୟତ ର ବିଭିନ୍ନ ଗ୍ରାମ ରେ ପଦଯାତ୍ରା ଆରମ୍ଭ କରି ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷକ ସେଲ ସଭାପତି ଭବାନୀ ରଥ ବ୍ଲକ ଅଧକ୍ଷ ସୁରେନ୍ଦ୍ର ପରଜା,ଜିଲ୍ଲା ପରିଷଦ ସଭ୍ୟା laxmi ମିନରବାଲିଆ, ଧନିରାମ ବାରିକ, ଦୈତାରୀ ମଲ୍ଲିକ, ରାଜେଶ ଗୁରୁ, ସଦନ ମୁଦୁଲି, ସୁବାସ ମଲ୍ଲିକ ଓ ଦଳର କର୍ମୀ ମାନେ ଉପସ୍ଥିତ ଥିଲେ ।

related posts

Leave a Comment