Home Breaking News / ତାଜା ଖବର ପଦଯାତ୍ରା କରିବ କଂଗ୍ରେସ

ପଦଯାତ୍ରା କରିବ କଂଗ୍ରେସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିର୍ଦେଶ କ୍ରମେ ଅଗଷ୍ଟ 15 ଠାରୁ ଗାଁ ଗାଁରେ ପଦ ଯାତ୍ରା କରିବ କଂଗ୍ରେସ । କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସମସ୍ୟାକୁ ଅଣଦେଖା ବିଷୟରେ ଲକଙ୍କ ନିକଟରେ ପହଞ୍ଚାଇବା ଓ ସରକାରୀ ସାହାଯ୍ୟ କିପରି ଲୋକ ବଞ୍ଚିତ ନ ହୁଅନ୍ତି ପ୍ରୟାସ କରିବ କଂଗ୍ରେସ । କୁନ୍ଦ୍ରା ବ୍ଲକ କଂଗ୍ରେସ ସଭାପତି ଗକୁଳ ପଟ୍ଟନାୟକ ଙ୍କ ନେତୃତ୍ୱ ରେ କୁନ୍ଦ୍ରା ପଂଚାୟତ ର ବିଭିନ୍ନ ଗ୍ରାମ ରେ ପଦଯାତ୍ରା ଆରମ୍ଭ କରି ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷକ ସେଲ ସଭାପତି ଭବାନୀ ରଥ ବ୍ଲକ ଅଧକ୍ଷ ସୁରେନ୍ଦ୍ର ପରଜା,ଜିଲ୍ଲା ପରିଷଦ ସଭ୍ୟା laxmi ମିନରବାଲିଆ, ଧନିରାମ ବାରିକ, ଦୈତାରୀ ମଲ୍ଲିକ, ରାଜେଶ ଗୁରୁ, ସଦନ ମୁଦୁଲି, ସୁବାସ ମଲ୍ଲିକ ଓ ଦଳର କର୍ମୀ ମାନେ ଉପସ୍ଥିତ ଥିଲେ ।

related posts

Leave a Comment