Home Breaking News କେନ୍ଦ୍ରାପଡାରେ ସ୍ଵାଧୀନତା ଦିବସ ପାଳନ

କେନ୍ଦ୍ରାପଡାରେ ସ୍ଵାଧୀନତା ଦିବସ ପାଳନ

by Times One Odia
Share with
     
 
 
   

କେନ୍ଦ୍ରାପଡ଼ା(ସୁନିଲ ସାହୁ): ଆଜି ୭୫ ତମ ସ୍ଵାଧୀନତା ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡିରେ କୋଭିଡ ନିୟମ ପାଳନ କରି ଫାଣ୍ଡି ଅଧିକାରୀ ସୌମ୍ୟରଂଜନ ପାଣିଗ୍ରାହୀ ଙ୍କ ସହ ଅନ୍ୟ ଅଧିକାରୀ ଙ୍କ ସହ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଦେଶ ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରାଯାଇଥିଲା

related posts

Leave a Comment