Home Breaking News ସାରା ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳୁଥିବା ବେଳେ ବିଜୁ ଛାତ୍ର ଜନତା ତରଫରୁ ବୃକ୍ଷ ରୋପଣ ଅନୁଷ୍ଠିତ ବଡମ୍ବା

ସାରା ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳୁଥିବା ବେଳେ ବିଜୁ ଛାତ୍ର ଜନତା ତରଫରୁ ବୃକ୍ଷ ରୋପଣ ଅନୁଷ୍ଠିତ ବଡମ୍ବା

by Times One Odia
Share with
     
 
 
   

ବଡମ୍ବା(ଶକ୍ତି ସ୍ୱର ରଣା): ସାରା ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ବଡମ୍ବା ବିଜୁ ଛାତ୍ର ଜନତା ତରଫରୁ ଅଭିନବ ଉପାୟରେ ପାଳି ଥିଲେ ସ୍ବାଧୀନତା ଦିବସ।ବଡମ୍ବା ବିଜୁ ଜନତା ତରଫରୁ ସୁନାପାଳ କାଯ୍ୟାଳୟ ରେ ବିଜେଡ଼ି ବ୍ଲକ ସଭାପତି ରବିନ୍ଦ୍ର କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ ତାପରେ ବଡମ୍ବା ବ୍ଲକ ବିଜୁ ଛାତ୍ର ଜନତା ଦଳ ତରଫରୁ ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ପରିସର ରେ ବ୍ଲକ ଛାତ୍ର ସଭାପତି ଶ୍ରୀ ରାକେଶ କୁମାର ମହାପାତ୍ର ଙ୍କ ପରିଚାଳନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବଡମ୍ବା ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର କୁମାର ସାହୁ, ସରୋଜ କୁମାର ପଟ୍ଟନାୟକ, ମହେନ୍ଦ୍ର କୁମାର ପଢ଼ିଆରୀ,ଛାତ୍ର ନେତା ଆୟୁଷମାନ ପଟ୍ଟନାୟକ, ଟାଉନ ଛାତ୍ର ସଭାପତି ରାକେଶ ଦାସ, ସମ୍ବିଦ ମିଶ୍ର ବିଶ୍ୱଜିତ ମିଶ୍ର,ଡିଜିଟାଲ ସମ୍ପାଦକ ବିକାଶ ବେହେରା,ରତିକାନ୍ତ ମହାପାତ୍ର ଲଷ୍ମୀଧର ପଢିଆରୀ ଓ ସବୁ ଛାତ୍ର ନେତା ଉପସ୍ଥିତ ଥିଲେ

related posts

Leave a Comment