Share with
ବିଷମକଟକ(କାମଳା କାନ୍ତ ବାତ୍ରା): ଆଜି ରାୟଗଡା ଜିଲ୍କା ବିଷମକଟକ ବ୍କକ ଅନ୍ତର୍ଗତ ହାଟମୁନିଗୁଡା ରାମକ୍ରୁଷ୍ନମିଶନ ଆଶ୍ରମ ଠାରେ କୋଭିଡ ନିୟମ ପାଳନ କରି ମହାରାଜା ସ୍ବାମି ଗିତମ ନନ୍ଦଜୀ ,ସୁଶାନ୍ତ ମହାରାଜା ,ଓ ବିଷମକଟକ ଏସ୍ ଡି ପିଓ ଆକାଶ ଚନ୍ଦ୍ର ସାହୁ ସହ ଜାତିୟ ପତାକା ଉତ୍ତୋଲନ କରାଯିବା ସହ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କ ଉଦ୍ବେଶ ରେ ପ୍ରାଥନା କରାଯାଇଥିଲା |ବିଷମକଟକ ଏସ୍ ଡି ପିଓ ଆକାଶ ଚନ୍ଦ୍ର ସାହୁ ଛାତ୍ର ମାନଙ୍କୁ କୋଭିଡ ନିୟମ ମାନି ଚଳିବା ସହିତ ଉତ୍ତମ ଭାବେ ଶିଖ୍ୟା ଅଧ୍ୟୟନ କରିବାକୁ ବକ୍ତବ୍ୟ ଦେଇଥିଲେ |ଏଵ° ଏଠାରେ ସ୍ବଧିନତା ଦିବସ ଉପଲଖେ ନିଜେ ଛାତ୍ର ମାନେ ମହାରାଜା ଙ୍କ ତତ୍ବାବଧାନରେ ଦେଶିଆ କୋରାପୁଟିଆ ନାଚ ଗୀତ ମଧ୍ୟ କିଛି ସମୟ ପାଇଁ ଆୟୋଜନ କରାଯାଇଥିଲା