Home Breaking News / ତାଜା ଖବର ୭୫ ତମ ସ୍ବାଧିନତା ଦିବସ ଆଠଗଡ ମହୋତ୍ସବ ପଡିଆ ଠାରେ ପାଳନ

୭୫ ତମ ସ୍ବାଧିନତା ଦିବସ ଆଠଗଡ ମହୋତ୍ସବ ପଡିଆ ଠାରେ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଠଗଡ଼(ସୌମ୍ୟ ରଞ୍ଜନ ରଥ): ଆଠଗଡ ପ୍ରଶାସନ ପକ୍ଷରୁ ଉପଖଣ୍ଡସ୍ତରିୟ ୭୫ତମ ସ୍ବାଧିନତା ଦିବସ ଆଠଗଡ ମହୋତ୍ସବ ପଡିଆ ଠାରେ ପାଳନ କରାଯାଇଛି।ଏଥିରେ ମୂଖ୍ୟ ଅତିଥୀ ଭାବେ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ କଟକଣା ଭିତରେ ଏହି ଦିବସ ପାଳନ କରାଯାଇଥିବା ବେଳେ ପୋଲିସ ବାହିନୀ ପକ୍ଷରୁ ରାଷ୍ଟ୍ରିୟ ସ୍ୟାଲୁଟ ପ୍ରଦାନ କରାଯାଇଥିଲା । ଏହି ଅବସରରେ କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ କାମ କରିଥିବା କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଥିଲା , ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସମସ୍ତ ସାମ୍ବାଦିକ ମାନେ ଆଠଗଡରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ

related posts

Leave a Comment