Home Breaking News / ତାଜା ଖବର କୁନି ପ୍ରତିଭା ହାର୍ଦ୍ଦିକ

କୁନି ପ୍ରତିଭା ହାର୍ଦ୍ଦିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୟସ ମାତ୍ର ୪ବର୍ଷ ,୬ମାସ । ହେଲେ ଅନେକ ପ୍ରତିଭା ର ଅଧିକାରି ହୋଇପାରିଛନ୍ତି ହାର୍ଦ୍ଦିକ କୁମାର ନା ଏକ । ସୁନ୍ଦର ଭାଷଣ ଦେଇ ପାରିବା ସହ ବିଭିନ୍ନ ଦେଶ ବିଦେଶର ରାଜଧାନୀର ନା ଓ ଅନ୍ୟାନ୍ୟ ପ୍ରଶ୍ନର ଉତ୍ତର ମନେରଖି ନିର୍ଭୁଲ ଭାବେଦେଇପାରୁଛି ହାର୍ଦ୍ଦିକ
ନାଚ ଓ ଗୀତ ପ୍ରତିମଧ୍ୟ ଆଗ୍ରହ ରହିଛି ତାର ,ଫଳରେ ଗ୍ରାମବାସୀ ଙ୍କ ପ୍ରଶସାଂ ର ପାତ୍ର ପାଲଟିଛି ହାର୍ଦ୍ଦିକ ।
। ହାର୍ଦ୍ଦିକ ଏକ ଦୁର୍ଗମ ଅଞ୍ଚଳରେ ରହୁଛି । ହାର୍ଦ୍ଦିକ ର ଗ୍ରାମ କନ୍ଧମାଳ ଜିଲ୍ଲା ଜିଉଦୟଗିରି ବ୍ଲ୍କକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଡ଼ଡାପଡ଼ା ଗ୍ରାମ। ଏହି ଗ୍ରାମକୁ ରାସ୍ତା ମଧ୍ୟ ନାହିଁ।ଯିବାଆସିବା ମୁସ୍କିଲ ହୋଇପଡ଼ୁଛି। ତଥାପି ଏହି ଦୁର୍ଗମ ତଥା ଜଙ୍ଗଲ ପାହାଡ଼ ଘେର। ଗ୍ରାମରେ ତୁଳସୀ ଦୁଇ ପତ୍ରରୁ ବାସିଲା ପରିହାର୍ଦ୍ଦିକ ର ଏଭଳି ପ୍ରତିଭା କୁ ନେଇ ଚର୍ଚାଯୋର ଧରିଛି ।
ବାପା ରଞ୍ଜିତ ନାୟକ ଓ ମା ଦିନ ମଜୁରିଆ । ସେମାନେ ପାଠବିଷୟରେ ଏତେ ଜାଣିନଥିଲେ ମଧ୍ୟ ହାର୍ଦ୍ଦିକ ର ସ୍ମରଣଶକ୍ତି କିନ୍ତୁ ଢ଼େର ରହିଛି । ସେ ଏବେ ଅଙ୍ଗନବାଡି କେନ୍ଦ୍ରକୁ ଯାଉଛି । ତାକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କଲେ ସେ ଭବିଷ୍ୟତରେ ନିଶ୍ଚୟ ଆଗକୁ ବଢିବ ଏ କଥା ସ୍ପଷ୍ଟ ବାରିହୋଇ ପଡୁଛି । ଏ ନେଇ ଖବର ପାଇବାପରେ ଅନ୍ତରଙ୍ଗ ଟିମ ଗ୍ରାମକୁ ଯାଇ ସମସ୍ତ ବିଷୟ ପଚାରିବାପରେ ସତ୍ୟତା ଜଣାପଡିଛି।

related posts

Leave a Comment