ବଡମ୍ବା(ଶକ୍ତି ସ୍ୱର ରଣା): ସାରା ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଆଜି ବଡମ୍ବା ଗାନ୍ଧୀ ଛକ ଓ ଟେନିସୀ ପଡିଆ ରେ ପତାକା ଉତ୍ତୋଳନ କାଯ୍ୟକ୍ରମ ଅନୁଠିତ ହେଇଥିଲା ଏହି କାଯ୍ୟକ୍ରମ ରେ ବଡମ୍ବା ର ତହସିଲଦାର ଶ୍ରୀଯୁକ୍ତ ଦେବଦତ ମହନ୍ତ ପତାକା ଉତ୍ତୋଳନ କରିଥିଲେ ବଡମ୍ବା ବ୍ଲକ କାଯ୍ୟାଳୟ ରେ ଅଧକ୍ଷା ଅନୁସାୟା ନାୟକ ପତାକା ଉତ୍ତୋଳନ କରିଥିଲେ ଉପସ୍ଥିତ ଥିଲେ ବିଡ଼ିଓ ଉତ୍କଳ ରଂଜନ ଆଚାଯ୍ୟ ବଡମ୍ବା ସ୍ବାଧୀନତା ପାଳନ କମିଟି ତରଫରୁ କୋରୋନା ଶମ୍ମାନ ପଦକ ଦିଆଯାଇଥିଲା ଏହି ପାଳନ କମିଟି ତରଫରୁ କୋରୋନା ଶମ୍ମାନ ପଦକ ବ୍ଲକ ର ଡକ୍ଟର ଉଦ୍ୟଯୋତି ଦାସ ଷ୍ଟାଫ ନର୍ସ ଲିପ୍ସା ପଣ୍ଡା ନିଜିଗଡ ସରପଞ୍ଚ ଶ୍ରୀ ଶୁଧାଂଶୁ କିଶୋର ମହାନ୍ତି ବ୍ଲକ ର ବରିଷ୍ଠ କିରାଣୀ ପ୍ରଦୀପି କୁମାର ମିଶ୍ର ବଡମ୍ବା
ଥାନା ର ଏଏସଆଇ ଗୀତା ରାଣୀ ନାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ବଡମ୍ବା ସ୍ବାଧୀନତା ପାଳନ କମିଟି ତରଫରୁ କୋରୋନା ଶମ୍ମାନ ପଦକ ଦିଆଯାଇଥିଲା ଏହି ସଭା କାଯ୍ୟକୁ ରମେଶ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ ଏହି କାଯ୍ୟକ୍ରମରେ
ଉପାଧ୍ୟକ୍ଷ ସଦାନନ୍ଦ ବାବୁ ବଣିକ ସଂଘ ସଭାପତି ଦେବରାଜ ପାଟଶାଣୀ ଓ ସବୁ ବୃଦ୍ଧି ଯିବି ଉପସ୍ଥିତ ରହି କାଯ୍ୟକ୍ରମ କୁ ସମ୍ପାଦନା କରିଥିଲେ
ବଡମ୍ବାରେ 75 ତମ ସ୍ବାଧୀନତା ଦିବସ ପାଳନ ଓ ବୃକ୍ଷରୋପଣ କାଯ୍ୟକ୍ରମ
Share with
previous post