Home Breaking News / ତାଜା ଖବର ଫଟା ଜିନ୍ସକୁ ନେଇ ଜ୍ଞାନ ବାଂଟିଥିଲେ କଙ୍ଗନା, ଏବେ ଟ୍ରାନ୍ସପାରେଂଟ ବ୍ରାକୁ ନେଇ ହେଲେ ଟ୍ରୋଲର ଶିକାର

ଫଟା ଜିନ୍ସକୁ ନେଇ ଜ୍ଞାନ ବାଂଟିଥିଲେ କଙ୍ଗନା, ଏବେ ଟ୍ରାନ୍ସପାରେଂଟ ବ୍ରାକୁ ନେଇ ହେଲେ ଟ୍ରୋଲର ଶିକାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲିଉଡ ବ୍ୟୁଟି କଙ୍ଗନା ରଣାୱତଙ୍କୁ ସମସ୍ତେ ତାଙ୍କର ସିଧା ସଳଖ କଥାବାର୍ତା ପାଇଁ ଜାଣନ୍ତି । ହେଲେ ଏବେ ସେ ତାଙ୍କର ପୋଷାକକୁ ନେଇ ଭୀଷଣ ଟ୍ରୋଲର ଶିକରା ହୋଇଛନ୍ତି । କଙ୍ଗନା ତାଙ୍କର ଆଗାମୀ ଫିଲ୍ମ ଧଡକର ପାର୍ଟିର କିଛି ଫଟୋ ସେୟାର କରିଥିଲେ । ଏହି ଫଟୋରେ ସେ ଏପରି ଏକ ପୋଷାକ ପିନ୍ଧିଛନ୍ତି ଦେଖିଲେ ଆପଣ ପାଟି ଭିତରେ ଜିଭ କାମୁଡିଦେବେ । ଏସବୁ ଚର୍ଚା ଆସିଛି କଙ୍ଗନାଏକ ଇନଷ୍ଟାଗ୍ରାମ ଫଟୋକୁ ନେଇ । ଫଟୋରେ ଦେଖିବାକୁ ମିଳିଛି କଙ୍ଗନା ଏକ ଟ୍ରାନ୍ସପାରେଂଟ ବ୍ରା ପିନ୍ଧିଛନ୍ତି । ତେବେ ଏହା ଟ୍ରାନ୍ସପାରେଂଟ ହୋଇଥିବାରୁ ଦର୍ଶକ ଏହାକୁ ନେଇ ତାଙ୍କୁ ଟ୍ରୋଲ କରି ବିଭିନ୍ନ କମେଂଟ ଲେଖିଛନ୍ତି ।
ଆପଣଙ୍କର ମନେ ଥିବ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ କିଛି ମାସ ତଳେ ଫଟା ଜିନ୍ସକୁ ନେଇ ଗ୍ୟାନ ବାଂଟିଥିଲେ । ହଲିଉଡ ଅଭିନେତ୍ରୀଙ୍କ ସହ ରିହାନାଙ୍କୁ ଫଟା ଜିନ୍ସକୁ ନେଇ ସଭ୍ୟତାର କଥା କହିଥିଲେ । ଫ୍ୟାନ ଏବେ ଏହି ଫଟୋକୁ ଦେଖିବା ପରେ କଙ୍ଗନାଙ୍କୁ ଏହା ତାଙ୍କର କେଉଁ ସଭ୍ୟତା ବୋଲି ପ୍ରଶ୍ନ କରିଛନ୍ତି । ସତରେ ଧଳା ଜିନ୍ସ ସହିତ ଟ୍ରାନ୍ସପାରେଂଟ ବ୍ରାରେ କଙ୍ଗନା ବେଶ୍ ହଟ ଦିଶୁଛନ୍ତି ।

related posts

Leave a Comment