Home Breaking News / ତାଜା ଖବର କେଲାପଡ଼ା ନୋଡାଲ ସ୍କୁଲରେ ପୋଷାକ ବିତରଣ ଉତ୍ସବ

କେଲାପଡ଼ା ନୋଡାଲ ସ୍କୁଲରେ ପୋଷାକ ବିତରଣ ଉତ୍ସବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ଶୁକ୍ରବାର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କେଲାପଡ଼ା ନୋଡ଼ାଲ ଉପ୍ରା ବିଦ୍ୟାଳୟରେ ଚକିତ ୨୦୨୦/୨୧ ଶିକ୍ଷାବର୍ଷ ପାଇଁ ପ୍ରଥମରୁ ୮ମ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁଦୁଇ ହଳ ଲେଖାଁଏ ପୋଷାକ, ବୁଟ ମୋଜା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଆୟୋଜିତ ଉତ୍ସବରେ ସ୍କୁଲ ପରିଚାଳନା କମିଟି ସଭାପତି ରବୀନ୍ଦ୍ର କୁମାର ବେହେରା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଠାକୁର ବେହେରା ଉପସ୍ଥିତ ରହି କୋଭିଡ଼ ୧୯ଗାଇଡଲାଇନ ମାନି ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ବୁଟ ଆଦି ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷାୟତ୍ରୀ ଅଭିଭାବକ, କମିଟି ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।
ପୋଷାକ ଓ ବୁଟପାଇ ଛାତ୍ରଛାତ୍ରୀମାନେ ବେଶ ଖୁସି ଅନୁଭବ କରିଥିଲେ।

related posts

Leave a Comment