Home Breaking News / ତାଜା ଖବର ପଂଜାବର ଅଟାରୀରେ ଦର୍ଶକଙ୍କ ଅପେକ୍ଷାରେ ବିଏସଏଫ ମ୍ୟୁଜିୟମ

ପଂଜାବର ଅଟାରୀରେ ଦର୍ଶକଙ୍କ ଅପେକ୍ଷାରେ ବିଏସଏଫ ମ୍ୟୁଜିୟମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆପଣ କେବେ ପଂଜାବ ଅଟାରୀ ବର୍ଡରକୁ ବିଟିଂ ଦ ରିଟ୍ରିଟ୍ ଦେଖିବାକୁ ଆସୁଛନ୍ତି କି । ଏଥର ଆପଣଙ୍କ ପାଇଁ ଆଉ ଗୋଟିଏ ଭଲ ଜିନିଷ ଅପେକ୍ଷା କରି ରହିଛି । ପଂଜାବରେ ବିଏସଏଫ ପକ୍ଷରୁ ପ୍ରସ୍ତୁତ ହୋଇ ରହିଛି ଏକ ବିଏସଏଫ ମ୍ୟୁଜିୟମ । ଦେଶ ପାଇଁ ବିଏସଏଫ୍ କିପରି ସୃଷ୍ଟି ହୋଇଥିଲା, ବିଏସଏଫ ଜବାନଙ୍କ ଐତିହାସିକ କ୍ଷଣ, ବିଏସଏଫର ବଳିଦାନ, ଅସ୍ତ୍ରଶସ୍ତ୍‌, ଅପରେସନ ସବୁ କିଛିକୁ ମ୍ୟୁଜିୟମରେ ସାଇତା ହୋଇ ରଖାଯାଇଛି । ବିଟିଂ ଦ ରିଟ୍ରିଟ୍ ଦେଖିବାକୁ ଆସିବା ସମୟରେ ଆପଣ ବର୍ତମାନ ଏହାର ମଜା ନେଇପାରିବେ ।

related posts

Leave a Comment