Home Breaking News / ତାଜା ଖବର ଟିମହ୍ୟୁମାନୀଟି ସ୍ନେକ ହେଲ୍ପ ଲାଇନ ଦ୍ୱାରା ସାପ ଉଦ୍ଧାର

ଟିମହ୍ୟୁମାନୀଟି ସ୍ନେକ ହେଲ୍ପ ଲାଇନ ଦ୍ୱାରା ସାପ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଫୁଲବାଣୀ ର ଟିମ ହ୍ୟୁମାନୀଟି ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଖଜୁରୀପଡା ର ବିଶ୍ୱନାଥ ଦାଶ ଙ୍କ ଘରୁ ଏକ ବିଷଧର ସାପ ଉଦ୍ଧାର କରିଛନ୍ତି l ସାପ ଟି ଘରେ ପଶି ଥିବା ଦେଖି ଘର ଲୋକେ ସମ୍ପୂର୍ଣ ଭୟଭିତ ହୋଇପଡିଥିଲେ l ସାପ ଟିକୁ ଘଉଡାଇବା ଲାଗି ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଙ୍କୁ ଫୋନଯୋଗେ ଜଣାଇ ଥିଲେ l
ଖବର ପାଇ ସଂଗେ ସଂଗେସ୍ନେକ ହେଲ୍ପ ଲାଇନ ସଦସ୍ୟଭି. ଜଗନାଥ ରାଜୁ ଓ ଆଲୋକ ବିଶୋଇ ବିଶ୍ୱନାଥ ଙ୍କ ଘରେ ପହଞ୍ଚି ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରି ସହର ଠୁ ଦୁର ନିକଟସ୍ଥ ଜଙ୍ଗଲରେ ଛାଡ଼ି ଥିଲେ l ଫଳରେ ବିଶ୍ୱ ନାଥ ଓ ପରିବାର ଲୋକେ ସାପ ଉଦ୍ଧାର କରିଥିବା ସଦସ୍ୟ ଦୁଇଜଣ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି

related posts

Leave a Comment