Home Breaking News / ତାଜା ଖବର ବଜ୍ରପାତରେ ଚାଷୀ ଆହତ

ବଜ୍ରପାତରେ ଚାଷୀ ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର ବ୍ଲକ ବିଭିନ୍ନ ଅଞ୍ଚଳରେ ବର୍ଷା ସହିତ ବିଜୁଳି ଲାଗିରହି ଥିଲା । ଲକ୍ଷ୍ମୀଦାସପୁର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବୁଦ୍ଧିରାମ ନାୟକ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରପାତରେ ସଂଜ୍ଞାହୀନ ହୋଇ ପଡିଥିଲେ । ଆହତ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାର ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଥିଲେ । ତାଙ୍କର ଛାତିରେ କିଛି ଅଂଶ ପୋଡି ଯାଇଛି ।

related posts

Leave a Comment