Share with
ବଡମ୍ବା(ଶକ୍ତି ସ୍ୱର ରଣା): ବଡମ୍ବା ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ବଡମ୍ବା ଗଡ଼ ରେ ହେବା କୁ ଥିବା ନୂତନ ବସ୍ ରହଣି ପାଇଁ ଜାଗା ବୁଲି ଦେଖିଛନ୍ତି କିଭଳି ଭାବେ ଯାତ୍ରୀ ମାନେ ସବୁ ପ୍ରକାର ସୁବିଧା ସୁଯୋଗ ପାଇବେ ବିଧାୟକ ଶ୍ରୀ ମିଶ୍ର ନିଜେ ଆସି ବୁଲି ଦେଖିଲେ ଓ କିଛି ଦୋକାନ ଘର ତିଆରି କରି ଲୋକ ମାନଙ୍କୁ ଦିଆଗଲେ କିଛି ଗରିବ ଲୋକ ପେଟ ପୋଷିବା ହୋଇପାରିବ
ଏହି ନୂତନ ବସ ରହଣୀ କାଯ୍ୟ ଖୁବଶୀଘ୍ର କରାଯିବ ବୋଲି ବିଧାୟକ କହିଥିଲେ ଏହି କାଯ୍ୟକ୍ରମରେ ତହସିଲଦାର ଶ୍ରୀଯୁକ୍ତ ଦେବଦତ ମହାନ୍ତ ବଡମ୍ବା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ବାବୁ ସରପଞ୍ଚ ଶ୍ରୀ ଶୁଧାଂଶୁ କିଶୋର ମହାନ୍ତି ସମିତି ସଭ୍ୟ ମୁରଲୀଧର ମହାପାତ୍ର ଓ ବଡମ୍ବା ଗଡ଼ ର ସବୁ ବୁଦ୍ଧିଯିବି ଉପସ୍ଥିତ ଥିଲେ