Home Breaking News / ତାଜା ଖବର ସାରର ଅଭାବି ବିକ୍ରି ନେଇ ବିଡ଼ିଓଙ୍କୁ ଦାବିପତ୍ର

ସାରର ଅଭାବି ବିକ୍ରି ନେଇ ବିଡ଼ିଓଙ୍କୁ ଦାବିପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାପଡାହାଣ୍ଡି(ସେକ ମୁସ୍ତକ): ମକା ଓ ଧାନ ପାଇଁ ଉତ୍କଟ ସାରର ଅଭାବ ଙ୍କୁ ନେଇ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଂଗ୍ରେସ ତରଫରୁ ଗୁରୁବାର ବିଡ଼ିଓ ରଂଜିତା ମଲିକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା | ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ମେଘନାଦ ବିଶୋଇ, ଶିବପ୍ରସାଦ ଅଗ୍ରୱାଲ, ତୁଳସା ଭତରା, ରବୀନ୍ଦ୍ର ପ୍ରଧାନ, ଶଶୀ ମୋହନ ଶର୍ମା,ଭାସ୍କର ବିଷୋଇ, ଈଶ୍ୱର ମିର୍ଗାନ, ଧନପତି ହରିଜନ ସହ ଶତାଧିକ କର୍ମୀ ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ | ରାଜ୍ୟ ସରକାରଙ୍କ ଉପରେ ବସିବା ସହ ସାରର ଅଭାବଙ୍କୁ ଶୀଘ୍ର ପୂରଣ କରିବାକୁ ଦାବି କରିଥିଲେ

related posts

Leave a Comment