Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ ୭ କରୋନା ପଜିଟିଭ ଚିହ୍ନଟ, ଫୁଲବାଣୀରୁ ଜଣେ

କନ୍ଧମାଳ ଜିଲ୍ଲାରେ ୭ କରୋନା ପଜିଟିଭ ଚିହ୍ନଟ, ଫୁଲବାଣୀରୁ ଜଣେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ପୁଣି ବଢ଼ି ୮୧ରେ ପହଞ୍ଚି ଲାଣି। ତେବେ ମୃତ୍ୟୁସଂଖ୍ୟା ଦିନକୁ ଦିନବଢୁଥିବା ଯୋଗୁଁ ଏହା ପ୍ରଶାସନ ର ମୁଣ୍ଡବ୍ୟଥାର କାରଣ ପାଲଟିଛି।
ସେହିପରିକନ୍ଧମାଳ ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ଲହରକରେ । ନାରେ ଏ ଯାଏଁ ୮୧ଜଣ ରୋଗୀଙ୍କ ମୃତ୍ୟୁ ଘଟିଲାଣି । ଗୁରୁବାର କନ୍ଧମାଳ ଜିଲ୍ଲାରେ ମାତ୍ର ୭ ଜଣ କରୋନା ପଜିଟିଭ ଙ୍କ ମଧ୍ୟରୁ ଫୁଲବାଣୀର
ମାଷ୍ଟ୍ରପଡ଼ା ର ଜଣେ କ ରୋନା ପଜିଟିଭ ଚିହ୍ନଟ ହୋଇ ଥିବାବେଳେ ରାଇକିଆରୁ ୨ ଜଣ, ତୁମୁଡିବନ୍ଧ ୨,ବାଲିଗୁଡ଼ାରୁ ଜଣେ
କରେ । ନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କନ୍ଧମାଳ ଜିଲ୍ଲାରୁ ଜ6ଣ ବାହାରେ ଚିହ୍ନଟ ହୋଇଛନ୍ତି ଏହି ପରି ମୋଟ ୭ ଜଣ ମାତ୍ର ଗୁରୁବାରକନ୍ଧମାଳ ଜିଲ୍ଲ।ରେ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
କନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୪୦୪ଜଣପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜାର ୨୪୩ ଜଣ ସୁସ୍ଥ ହୋଇଥିବାବେଳେ ୮୦ଜଣ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment