Home Breaking News / ତାଜା ଖବର ଚକାପାଦରେ ମୋଵାଇଲ ଦୋକାନରୁ ଚୋରି

ଚକାପାଦରେ ମୋଵାଇଲ ଦୋକାନରୁ ଚୋରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ ) ବୁଧବାର ରାତିରେ ଚକାପାଦ ବଜ଼ାର ରେ ଥିବା ମିଲନ ମୋବାଇଲ ଦୋକାନ ରୁ ଜଣେ ଚୋର ତାଲା ଭାଙ୍ଗି ଦୋକାନ ଭିତରେ ପଶି ମୋବାଇଲ, କିଛି ଟଙ୍କା, ଚାର୍ଜର ଆଦି ଚୋରି କରି ନେଇପଲାଇଛି l ଚୋରି କରିନେଉଥିବା ଯୁବକ ର ସମସ୍ତ ଦୃଶ୍ୟ ଦୋକାନ ଭିତରେ ଲାଗିଥିବା ସି ସି ଟିଭି ରେ କାଏଦ ହୋଇଛି l
ଏ ନେଇ ଦୋକାନ ମାଲିକ ଚକାପାଦ ଥାନା ରେ ଅଭିଯୋଗ କରିବା ସହ ସି ସି ଟିଭି ଫୂଟେ ଜେ ମଧ୍ୟ ଥାନା ରେ ଦେଇଛନ୍ତି l
ଚୋର ଜଣକ ବିନା ମାସ୍କ ରେ ଚୋରି କରିଥିବା ରୁ ମୁହଁ କ୍ଲିୟର ଜଣାପଡୁଛି l ପୋଲିସ ଘଟଣାର ତଦନ୍ତ କରୁଛି l
ଚକାପାଦ ପୋଲିସ ଚୋର ଧରିବା ସହ ଚୋରି ସାମଗ୍ରି କେବେ ଉଦ୍ଧlର କରୁଛି ଦେଖିବାକୁ ବାକି ରହିଲା

related posts

Leave a Comment