Home Breaking News ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତ ଦାନ ଶିବିର

ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତ ଦାନ ଶିବିର

by Times One Odia
Share with
     
 
 
   

ବାସୁଦେବପୁର ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତ ଦାନ ଶିବିର ସ୍ଥାନୀୟ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ବାସୁଦେବପୁର ତହସିଲଦାର ଓ ସତ୍ୟସାଇ ସେବା ସଂଗଠନ ର ଜିଲ୍ଲା ସଭାପତି ବୃନ୍ଦାବନ ଚନ୍ଦ୍ର ବେହେରା ଶିବିରକୁ ଉଦଘାଟନ କରିଥିଲେ l ଜିଲ୍ଲା ସେବା ଦଳ ସଂଯୋଜକ ବସନ୍ତ କୁମାର ଦାସ ଆବାହକ ରାମଚନ୍ଦ୍ର ପାଢ଼ୀ, ସମିତି ରକ୍ତଦାନ କୋଡ଼ିନେଟର ବିଚିତ୍ର କୁମାର ଭୋଇ, ଦିବ୍ୟ ସୁନ୍ଦର ଅଗସ୍ତି, ବସନ୍ତ କୁମାର ବଳ, ଶୁଭସ୍ମିତା ସାହୁ, ତିଲୋକାନାଥ ପଣ୍ଡା, ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ l ଭଦ୍ରକ ରକ୍ତ ଭଣ୍ଡାର ର କମଚାରୀ ରବୀନ୍ଦ୍ର ଜେନା

related posts

Leave a Comment