Share with
ଫୁଲବାଣୀ(ସୁନୀଲପଟନାୟକ): ଫୁଲବାଣୀ ସହର ରେ ପୁଣି ମାତିଲେ ଲୁଟେରl ସୋମବାର ଦିଵା ଲୋକ ରେ ଦୁର୍ବୁତ୍ତ ଲୁଟିନେଲେ ଦୁଇ ଲକ୍ଷ ଟଙ୍କା l
ଫୁଲବାଣୀ ସହର ର ଢିପlସାହିରେ ରହୁଥିବା ଲକ୍ଷ୍ମୀ ସାହୁ ନାମକ ଜଣେ ମହିଳା ଙ୍କ ଠାରୁ 2 ଲକ୍ଷ୍ ଟଙ୍କା ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକ ରେ ଆସି ଝାମ୍ପି ନେଇଥିବା ଅଭିଯୋଗ ହୋଇଛି l ଘଟଣା ଘଟିଛି ଫୁଲବାଣୀ ମାଷ୍ଟର ପଡ଼ା ପାରିଜାତ ମଣ୍ଡପ ନିକଟରେl
ମହିଳା ଜଣକ ନିଜ ଦିଅର ସହଆସି ବ୍ୟାଙ୍କ ରୁ ଟଙ୍କା ଉଠାଇ ବାଇକ ରେ ଯାଉଥିବା ବେଳେ ଏକ ପଲ୍ସସର୍ ବାଇକ୍ ରେ ପିଛା କରି
ଦୁଇଜଣ ଦୃବର୍ତ୍ତ ମାଷ୍ଟର ପଡା ନିକଟ ପାରିଜାତ କଲ୍ୟାଣ ମଣ୍ଡପ ନିକଟରେ ଦୁଇ ଲକ୍ଷ ଟଙ୍କା ଛଡାଇ ନେଲେ l
ଟାଉନ ଥାନା ପୋଲିସ ଘଟଣା ର ତଦନ୍ତ କରୁଛି l
ସହର ରେ ଦିନକୁ ଦିନ ଚୋରି ଡକା ୟତି ବୃଦ୍ଧି ପାଉଥିବାରୁ ପୋଲିସ ର ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି l