Home Breaking News / ତାଜା ଖବର ୭ ଦଫା ଦାବୀ ପୂରଣ ନେଇ ଫୁଲବାଣୀ ଟେଣ୍ଟ ହାଉସ ଓ ଲାଇଟ ଏଣ୍ଡ ସାଉଣ୍ଡ ସଂଘ ପକ୍ଷରୁ ଦାବିପତ୍ର

୭ ଦଫା ଦାବୀ ପୂରଣ ନେଇ ଫୁଲବାଣୀ ଟେଣ୍ଟ ହାଉସ ଓ ଲାଇଟ ଏଣ୍ଡ ସାଉଣ୍ଡ ସଂଘ ପକ୍ଷରୁ ଦାବିପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ସୋମବାର ୭ ଦଫା ଦାବୀ ପୁରଣ ନେଇ ଫୁଲବାଣୀ ଟେଣ୍ଟ ହାଉସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବୀ ପୁରଣ ନେଇ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।
ଦୀର୍ଘ ଦେଢବର୍ଷ ରୁ ଉର୍ଦ୍ଧ୍ଵହେଲା କରେ । ନା ମହାମାରୀ ଯୋଗୁଁ ଜୀବନ ଜୀବିକା ବିପନ୍ନ ହୋଇଛି । ବାହାଘର , ବ୍ରତଘର, ଯାନୀ ଯାତ୍ରା, ରାଜନୈତିକ ସମାବେଶ, ସରକାରି ମିଟିଙ୍ଗ ପୂଜା ପାର୍ବଣ ସବୁ ବନ୍ଦ ରହିଛି ଏ ଯାଏ । ଫଳରେ ପରିବାର ଭରଣ ପୋଷଣ କରିବା ମୁସ୍କିଲ ହୋଇପଡିଲାଣି । ଆଗକୁକେମିତି ଚଳିବୁ ? ସରକାର ଏ ଯାଏ କୈଣସି ସହାୟତା ଦେଇ ନାହାନ୍ତି।କର୍ମଚାରୀମାନଙ୍କୁ ଦରମ। ଗଣ୍ଡାକଦେବା ସମ୍ଭବ ହେଉନି । ଏପଟେ ବ୍ୟାଙ୍କରୁ ଆଣିଥିବା ରଣ କିସ୍ତି ମଧ୍ୟ ଶୁଝିପାରୁନାହଁ।ନ୍ତି ବୋଲି ଟେଣ୍ଟ ମାଲିକମାନେ କହିଛନ୍ତି। ଏଣୁ ସରକାର କିଛି ଆର୍ଥୀକ ସହାୟତା ଯୋଗାଇଦେବା ସହ , ରଣ ଟଙ୍କାର ସୁଧ ଛାଡ କରିବା ଆଦି ୭ ଦଫା ଦାବୀ ପୁରଣ ନେଇ ଶତାଧିକ କର୍ମଚାରୀ ଶୋଭାଯାତ୍ରା ରେ ଆସି ବିକ୍ଷୋଭ ପ୍ରଦର୍ଶନ କରି ଥିଲେ।

related posts

Leave a Comment