Home Breaking News / ତାଜା ଖବର କେକ୍ କାଟି ମହିଳା ହକି ଟିମକୁ ସ୍ୱାଗତ

କେକ୍ କାଟି ମହିଳା ହକି ଟିମକୁ ସ୍ୱାଗତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏଥର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ସିନା ପଦକ ଜିତିଲାନି, ହେଲେ ଦଳର ନିଜର ପ୍ରଦର୍ଶନ ବଳରେ ସାରାଦେଶର ମନ ଜିଣିନେଇଛି । ଭାରତୀୟ ଦଳ କାଂସ୍ୟ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ ପରି ଶକ୍ତିଶାଳୀ ଦଳ ଠାରୁ ଅଳ୍ପକେ ପରାସ୍ତ ହୋଇ ପଦକ ହାତଛଡା କରିଥିଲା । ତେବେ ୩ ଦଶନ୍ଧୀ ପରେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ସେମିରେ ପହଁଚିଥିବାରୁ, ଏହା ହିଁ ବଡ ସଫଳତା ବୋଲି କୁହାଯାଉଛି । ଭାରତୀୟ ମହିଳା ହକି ଦଳ ଦିଲ୍ଲୀରେ ପହଁଚିବା ପରେ କେକ୍ କାଟି କ୍ରୀଡା ମନ୍ତ୍ରାଳୟ ସମସ୍ତ ଖେଳାଳିଙ୍କୁ ସଂବର୍ଧନା ପ୍ରଦାନ କରିଛି । ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳର ପ୍ରଦର୍ଶନ ସାରା ଦେଶବାସୀଙ୍କୁ ଗର୍ବିତ କରିଛି ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ।

related posts

Leave a Comment