Home Breaking News / ତାଜା ଖବର ତୁମୁଡ଼ିବନ୍ଧରେ ଗୁରୁ ଦକ୍ଷିଣା ଉତ୍ସବ

ତୁମୁଡ଼ିବନ୍ଧରେ ଗୁରୁ ଦକ୍ଷିଣା ଉତ୍ସବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତୁମୁଡିବନ୍ଧ ପକ୍ଷରୁ ଗୁରୁ ପୂଜନ ଓ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା.

ଏହି କାର୍ଯକ୍ରମ ରେ ମୁଖ୍ୟ ଶିକ୍ଷକ ପ୍ରାଣେଶ୍ଵର ମଲିକ, ପ୍ରାର୍ଥନା ପ୍ରମୁଖ ମୁରଲୀଧର ମହାପାତ୍ର, ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇ ଭାରତୀୟ ସଂସ୍କୃତିରେ ଗୁରୁ ପୂଜାର ମାହାତ୍ମ୍ୟ ଉପରେ ବର୍ଣ୍ଣନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମନ୍ଦିର କମିଟି ସଭାପତି ପୁରୁଷୋତ୍ତମ ଲେଙ୍କା, ସ୍ଵୟଂସେବକ ପୂର୍ଣ୍ଣଚନ୍ଦ୍ର ପାଢୀ, ଗୋପାଳଚନ୍ଦ୍ର ବେହେରା, ବେଣୁଧର ମାଝି, ପ୍ରକାଶ ସାହୁ- ରବୀନ୍ଦ୍ର ପାତ୍ର, ଓ ସୁଶାନ୍ତ ପାତ୍ର ସମେତ ବହୁ ସ୍ଵୟଂସେବକ ଯୋଗଦେଇଥିଲେ।

related posts

Leave a Comment