Home Breaking News / ତାଜା ଖବର ଗଞ୍ଜାମ ଜିଲ୍ଲା ପ୍ଳାମ୍ବର ଆସୋସିଏସନର ବୁଗୁଡା ଶାଖାର ନୂତନ କମିଟି ଗଠନ

ଗଞ୍ଜାମ ଜିଲ୍ଲା ପ୍ଳାମ୍ବର ଆସୋସିଏସନର ବୁଗୁଡା ଶାଖାର ନୂତନ କମିଟି ଗଠନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡା(ତ୍ରିଲୋଚନ ପଣ୍ଡା): ଗଞ୍ଜାମ ଜିଲ୍ଲା ପ୍ଳାମ୍ବର ଆସୋସିଏସନର ବୁଗୁଡା ଶାଖା ପକ୍ଷରୁ ନିଜସ୍ବ କାର୍ଯ୍ଯାଳୟରେ କାର୍ଯ୍ଯକାରୀ ସଭାପତି ଶିବ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବରୁ ହୋଇଥିବା ଆୟବ୍ୟୟର ହିସାବ ଏବଂ ଆନୁସଙ୍ଗିକ ଆଲୋଚନା ହୋଇଥିଲା । ତା’ପରେ ନୂତନ କମିଟି ଗଠନ କରି ସର୍ବସମ୍ମତିକ୍ରମେ ସଭାପତି ରୂପେ କୃଷ୍ଣଚନ୍ଦ୍ର ଦାଶଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ରୂପେ ହୃଷିକେଶ ସାହୁ,ସମ୍ପାଦକ ଚିତ୍ତରଞ୍ଜନ ନାୟକ,ସହ ସମ୍ପାଦକ ମହେଶ୍ଵର ଗୌଡ ଓ କୋଷାଧ୍ୟକ୍ଷ ସଞ୍ଜିବ କୁମାର ଦାଶ ଏବଂ ଅନ୍ୟତମ ସଦସ୍ୟ ରୂପେ ଶିବରାମ ନାୟକ,ଡି ସନ୍ତୋଷ କୁମାର ଦୋରା,ଶିବଶଙ୍କର ଗୌଡ,ଡମ୍ବରୁଧର ସାହୁ,କୃଷ୍ଣଚନ୍ଦ୍ର ଦାଶ(ଖ),ପ୍ରଶାନ୍ତ କୁମାର ଦାଶ(କ),ନାରାୟଣ ଡାକୁଆ,ଭିକାରୀ ଚରଣ ନାୟକ,ମନୋଜ କୁମାର ଦାଶ ଓ ପ୍ରଶାନ୍ତ କୁମାର ଦାଶ(ଖ) ପ୍ରମୁଖଙ୍କୁ ଫୁଲତୋଡା ସହ ସମ୍ବର୍ଦ୍ଧିତ କରି ଚୟନ କରାଯାଇଛି ।

related posts

Leave a Comment