Home Breaking News / ତାଜା ଖବର ଟୋକିଓରୁ ଆଜି କେଉଁ ଖେଳାଳିଙ୍କ ରହିଛି ପଦକ ଆଶା ?

ଟୋକିଓରୁ ଆଜି କେଉଁ ଖେଳାଳିଙ୍କ ରହିଛି ପଦକ ଆଶା ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୁସ୍ତିରେ ଭାରତ ପାଇଁ ରହିଛି ପଦକ ସମ୍ଭାଵନା । ପୁରୁଷ ଫ୍ରିଷ୍ଟାଇଲ ୬୪ କିଗ୍ରା, କାଂସ୍ୟ ପଦକ ମୁକାବିଲା ଲଢିବେ ବଜରଙ୍ଗ ପୁନିଆ, ଅପରାହ୍ନ ୩ଟା ୫୫ରେ ଏହି ଲଢେଇ ହେବ ।

ଆଥଲେଟିକ୍ସରେ ପୁରୁଷ ଜାଭଲିନରେ ଭାରତର ଆଥଲେଟ୍ ନୀରଜ ଚୋପ୍ରା ଫାଇନାଲରେ ପଦକ ପାଇଁ ଖେଳିବେ, ଅପରାହ୍ନ ୪ଟା ୩୦ରେ ମୁକାବିଲା ହେବ ।

related posts

Leave a Comment