Home Breaking News / ତାଜା ଖବର ଆଜି ଚମକ ଦେଖାଇବେ ନୀରଜ ଚୋପ୍ରା, ଟୋକିଓରୁ ଆଣିବେ ପଦକ

ଆଜି ଚମକ ଦେଖାଇବେ ନୀରଜ ଚୋପ୍ରା, ଟୋକିଓରୁ ଆଣିବେ ପଦକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅଲିମ୍ପିକ୍ସରେ ଆଜି ଦେଶକୁ ପଦକ ଦେଇପାରନ୍ତି ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା । ତେବେ ଏଥିରେ ପଦକ ପାଇଁ ଲଢେଇ ହବ ୨ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକ୍ ମଧ୍ୟରେ । ଟୋକିଓ ଅଲିମ୍ପିକରେ ଆଜି ଅପରାହ୍ନରେ ହେବ ସୁନା ପାଇଁ ଫାଇଟ । ଜାଭେଲିନ ଫାଇନାଲରେ ଭାରତର ନୀରଜ ଚୋପଡା ଏବଂ ଅରଶଦ ନଦୀମଙ୍କ ମଧ୍ୟରେ ହେବ ମୁକାବିଲା । ଯାହାକୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଇଭୟ ଦେଶର ଲୋକେ । ସମଗ୍ର ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ନିଜ ନିଜ ଗୋଷ୍ଠୀର ଶୀର୍ଷରେ ରହି ଫାଇନାଲରେ ପ୍ରବେଶ କରିବାକୁ ଯୋଗ୍ୟତା ମାର୍କ ସୁରକ୍ଷିତ କରିଥିଲେ । ମୋଟ ଉପରେ, ଭାରତର ତାରକା ଖେଳାଳି ନୀରଜ ଚୋପ୍ରା ୮୬.୬୫ ମିଟର ଥ୍ରୋରେ ଶୀର୍ଷରେ ଥିବାବେଳେ ଅରଶଦ ୮୫.୧୬ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି । ନୀରଜ ଗ୍ରୁପ୍ ଏରେ ଏବଂ ଆଶରଦ୍ ଗ୍ରୁପ୍ ବିରେ ଥିଲେ । ଆଜି ନୀରଜ ବାଜି ମାରିନେବେ ବୋଲି କୁହାଯାଉଛି ।

related posts

Leave a Comment