Home Breaking News / ତାଜା ଖବର ୩ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

୩ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ପେଟ୍ରୋଲିଙ୍ଗ କରିବାବେଳେ ଶ୍ରୀପଲା ନିକଟପଟାଖି ଲୋ ନିକଟ ରାସ୍ତା କଡରେ ବସ୍ତାରେ ଗ6ଜଂ ଇ ଭର୍ତ୍ତୀକ ରି ବାହାରକୁ ଚାଲାଣ କରିବାକୁ ଯୋଜନା କରୁଥିବାବେଳେ ପୋଲିସ ଚଢାଉ କରିଥିଲା। ସେଠାରୁ ୩ କୁଇଣ୍ଟାଲ ଓଜନ ଚୋରା ଗଂଜେଇ ଜବତ କରିବା ସହ ସେହି ଗ୍ରାମର ପ୍ରବିଣ କୁମାର ମଲିକ ଓ ଜୁରୁଡ଼ି ଗ୍ରାମ ର ବାଞ୍ଚା ନିଧି କହଁର କୁ ଗିରଫ କରିଥିବା ଥାନ। ଅଧିକାରୀ କହିଛନ୍ତି ।
ଏ ସଂପର୍କରେ ଫିରିଙ୍ଗିଆ ଥାନା ପୋଲିସ ୯୧/୨୧ରେଏକ ମାମଲା ରୁଜୁ କରିବା ସହ ୨ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି। ପୋଲିସ ଓ ଅବକାରୀ ବିଭାଗ ର ଏତେ ସବୁ ଚଢ଼ାଉସତ୍ବେ ଗଂଜେଇ ଚୋରା ଚାଲାଣରୋକିବା ର ନା ଧରୁନି l ଆଗକୁ ଚଢ଼ାଉ ଜାରୀ ରହିବ ବୋଲି ଫିରିଙ୍ଗିଆଥାନା ଅଧିକାରି ଏସ ଏସ ରାଓ କହିଛନ୍ତି ।

related posts

Leave a Comment