Home Breaking News କନ୍ଧମାଳ ଜିଲ୍ଲାରେ ୧୬ ଜଣ କରୋନା ପଜିଟିଭ ଚିହ୍ନଟ, ଫୁଲବାଣୀରୁ ଜଣେ

କନ୍ଧମାଳ ଜିଲ୍ଲାରେ ୧୬ ଜଣ କରୋନା ପଜିଟିଭ ଚିହ୍ନଟ, ଫୁଲବାଣୀରୁ ଜଣେ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ପୁଣି ବଢ଼ି ୭୫ରେ ପହଞ୍ଚି ଲାଣି। ତେବେ ମୃତ୍ୟୁସଂଖ୍ୟା ଦିନକୁ ଦିନବଢୁଥିବା ଯୋଗୁଁ ଏହା ପ୍ରଶାସନ ର ମୁଣ୍ଡବ୍ୟଥାର କାରଣ ପାଲଟିଛି
ସେହିପରିକନ୍ଧମାଳ ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ଲହରରେ ଏ ଯାଏଁ ୭୫ଜଣ ରୋଗୀଙ୍କ ମୃତ୍ୟୁ ଘଟିଲାଣି । ଶୁକ୍ରବାର ଜିଲ୍ଲାରେ ଚିହ୍ନଟ ୧୬ ଜଣ କରୋନା ପଜିଟିଭ ଙ୍କ ମଧ୍ୟରୁ ଫୁଲ ବାଣୀ ସହର ର କଲେଜ ଛକ ର ଜଣେ କରୋ । ନା ପଜିଟିଭ ଚିହ୍ନଟ
ହୋଇ ଥିବାବେଳେ ବାଲିଗୁଡ଼ାରୁ ୩ଜଣ , ଦାରିଙ୍ଗବାଡିରୁ ଜଣେ ଜିଉଦୟଗିରି ୨, କନୂଆଗାଁରୁ ୧ଜଣ ,କୋଟଗଡ଼ ୧,ଓଫିରିଙ୍ଗି ଆ ୨ଜଣ ରାଇକିଆ ୩ଜଣ ଓ କନ୍ଧମାଳର ବାହାରେ ୨ ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
କନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୩୫୯ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜାର ୧୬୮ ଜଣ ସୁସ୍ଥ ହୋଇଥିବାବେଳେ ୧୧୪ଜଣ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment