Home Breaking News / ତାଜା ଖବର ଫିରିଙ୍ଗିଆ ପଂଚାୟତ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ

ଫିରିଙ୍ଗିଆ ପଂଚାୟତ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲା ଫିରିଙ୍ଗିଆ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିପଦର ବନ୍ଧୁ ଓ ଟିମ ହୁମାନୀଟି ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ହୋଇ ଯାଇଛିl. ଫିରିଙ୍ଗିଆ ପାଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା ବିପଦରେ ବନ୍ଧୁ ର ଆବାହକ ନବଘନ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗା ଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମିଲ ନ କୁମାର ପ୍ରଧାନ. ଅଗ୍ନିଶମ ଅଧିକାରୀ ସରୋଜ କୁମାର ମହାପାତ୍ର. ସହକାରୀ ପୋଲିସ ଅଧିକାରୀ ଉଦୟନାଥ ଆଚାର୍ଯ୍ୟ. କ୍ରାଇମ ହାବିଲଦାର କେଶବ ଚନ୍ଦ୍ର ନାୟକ. ସମାଜସେବୀ ପ୍ରଦିପ କୁମାର ମହାପତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗା ଦେଇଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବିପଦର ବନ୍ଧୁ ସଂଗଠନ ର ବରିଷ୍ଟ ସଦଶ୍ୟ ତଥା ସାମ୍ବାଦିକ ଉତ୍ତମ ଖମାରି. ସୁବ୍ରତ କୁମାର ମିହାନ୍ତି. ସଞ୍ଜୟ କୁମାର ସାହୁ. ମନୋଜ କୁମାର ସାହୁ. ରାଜେଶ କୁମାର ଡିଗାଲ. ଭବାନୀଶଙ୍କର ବେହେରା. ଟିମ ହୁମାନୀଟି ସଦଶ୍ୟ ତଥା ସମାଜ ଶେବି ସଞ୍ଜୟ କୁମାର ଡିଗାଲ ଙ୍କ ସହ ସମସ୍ତ ସଦଶ୍ୟ ଓ ସ୍ନାତକ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ରେ ବନବିଭାଗ ଗ ର ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ର ବନରଖି ଡି ଲଚନୀୟ ରେଡି ଗଛ ଯୋଗାଇବାରେ ସାହାଯ୍ୟ କରିଥବା ବେଳେ କାର୍ଯ୍ୟକ୍ରମ ରେ ଶାଗୁଆନ. କରଞ୍ଜ. ଶିଶୁ. ବରଡ଼ା. କୃଷ୍ଣ ଚୂଡ଼ା. ରାଧା ଚୁଡା. ପିସ୍ତା ବାଦାମ. ରକ୍ତ ଚନ୍ଦନ ଭଳି ପ୍ରାୟ 100 ରୁ ଅଧିକ ମୂଲ୍ୟବାନ ଗଛ ରୋପଣ କରାଯାଇଥିଲା.

related posts

Leave a Comment