Home Breaking News ବିଜେପିର କାର୍ଯ୍ୟକାରିଣୀ ବୈଠକ

ବିଜେପିର କାର୍ଯ୍ୟକାରିଣୀ ବୈଠକ

by Times One Odia
Share with
     
 
 
   

କଙ୍କଡାହାଡ(ନବକିଶୋର ସାହୁ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ପଙ୍ଗାତିରା ପଶ୍ଚିମେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ମହାବିରୋଡ଼ ମଣ୍ଡଳ ର ବି ଜେ ପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯା ଇଛି ।ଏଥିରେ ମଣ୍ଡଳ ସଭାପତି କ୍କୃଷ୍ଣଚନ୍ଦ୍ର ସାହୁ ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ନବ ନିଯୁକ୍ତ ପ୍ରଭାରୀ ବସନ୍ତ କୁମାର ସାହୁ, ପରଜଙ୍ଗ ମଣ୍ଡଳ ର ଅଷ୍ଟଶମ୍ଭୁ ମଣ୍ଡଳ ସଭାପତି ଦୟାନିଧି ସାହୁ, ଅବସର ପ୍ରାପ୍ତ ପ୍ରାଣୀ ଚିକିତ୍ସ କ ଭ୍ରମରବର ବେହେରା, Pangatira ଗ୍ରାମ ସଭାପତି ରାଜକିଶୋର ସାହୁ, ଜିଲ୍ଲା ପ୍ରତିନିଧି ସୁକୁମାର ସାହୁ ସମେତ ଯୋଗ ଦେଇ ସାଙ୍ଗଠନିକ ଉପରେ ମନ୍ତବ୍ୟ ରଖିଥିଲେ ଏବଂ। ପୂର୍ବତନ ମଣ୍ଡଳ ସଭାପତି ଜଗନ୍ନାଥ ଗ ଡ ନା ୟ କ ,ଜିଲ୍ଲା ପରିଷଦ ସଭ୍ୟା। ସୁବର୍ଣ୍ଣ ସାହୁ, ବରିଷ୍ଠ ନେତା ରୋହିତ ସାମଲ, ବି ଜ ୟ ଦେହୁରୀ ପ୍ରମୁଖ ତୃଣମୂଳ ସ୍ତରରେ କର୍ମୀ ମାନଙ୍କୁ ଏକଜୁଟ ହୋଇ କାମ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟାନ୍ୟ ଜାଗାରେ ଯଥା ପରଜଙ୍ଗ, କୁଆଲୋ,ସାଆନ୍ଦା,ବିରାଶାଳ,ପାରିମାଲ, ବାଲିଗୋରଡ, ମଣ୍ଡଳ ରେ ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହିତ ଆଗାମୀ ଦିନରେ ଦଳ କିଭଳି ମଜବୁତ୍ ହେବା ସହିତ ବିଜୟ ଲାଭ କରିବ ସେ ଉପରେ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

related posts

Leave a Comment