Home Breaking News / ତାଜା ଖବର ଅଲିମ୍ପିକ୍ସ ବ୍ରୋଂଜ ବିଜେତା ଭାରତୀୟ ଦଳକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଅଲିମ୍ପିକ୍ସ ବ୍ରୋଂଜ ବିଜେତା ଭାରତୀୟ ଦଳକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓରେ ପୁଣି ଉଡିଲା ତ୍ରିରଙ୍ଗା । ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ଭାରତ ଜିତିଲା ପଦକ । ହକି ପାୱାର ହାଉସ ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଂଜ ମେଡାଲ ଜିତିବା ପରେ ଭାରତୀୟ ଦଳକୁ ସାରାଦେଶରୁୁ ଶୁଭେଛାର ସୁଅ ଛୁଟୁଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ୪୧ ବର୍ଷ ପରେ ପଦକ ଜିତିଥିବାରୁ ଅଭିନନ୍ଦନ ବୋଲି ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳର ଏପରି ବିଜୟ ନେଇ ଶୁଭେଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଏହି ଦିନ ସମସ୍ତ ଭାରତୀୟ ମନେ ରଖିବେ । ସେହିପରି ଲୋକସଭା ସାଂସଦ ଓମ୍ ବିର୍ଲା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା, କେନ୍ଦ୍ରକ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ଅଲିମ୍ପିକ୍ସ ବ୍ରୋଂଜ ବିଜେତା ଭାରତୀୟ ଦଳକୁ ଶୁଭେଛା ଜଣାଇଛନ୍ତି ।

related posts

Leave a Comment