Home Breaking News / ତାଜା ଖବର ସପାଘାତରେ ନାବାଳକ ମୃତ

ସପାଘାତରେ ନାବାଳକ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ବିନିକା ବ୍ଳକ ବାଙ୍କିଘିରିଡି ତଲିପଡା ଗ୍ରାମ ର ଶୁଶିଲ ଦାସ ର ନାବାଳକ ପୁଅ ଚନ୍ଦନ ଦାସ (୧୨) ସପାଘାତରେ ମୃତ ଅଞ୍ଚଳରେ ସୋକରଛାୟା ।
ସୁଚନା ଅନୁସାରେ ଆଜି ୧,୨୦ ମିନିଟ ରେ ଘରେ ଥିବା ଟିଭି ପାଖରେ ଏକ ଡବାରେ ଚକୋଲେଟ ଆଣୁଥିବା ସମୟରେ ବାଳକର ହାତରେ ଅଙ୍ଗୁଳି ରେ ବିଷଧର ସାପ କାମୁଡି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଦିନ ୪ ଘଣ୍ଟା ସମୟରେ ବାଳକକୁ ବିନିକା ଡାକ୍ତରଖାନା ଆଣିଥିଲେ । ଡାକ୍ତର ଖାନାରେ ଡାକ୍ତର ନ ବାଳକକୁ ମୃତ ଘୋଷଣା କରିଥିଲେ । ବତ୍ତମାନ ବିନିକା ପୁଲିସ ଡାକ୍ତର ଖାନା କୁ ପହଞ୍ଚି ତଦନ୍ତ ଜାରି ରଖିଛି ।

related posts

Leave a Comment